Browsing Tag

Trains

ରେଲୱେର ବଡ଼ ନିଷ୍ପତ୍ତି: ଦେଶର ଏହି ସବୁ ଟ୍ରେନ ହେବ ସମ୍ପୂର୍ଣ୍ଣ ନିରାମିଷ, ଯାତ୍ରା ସମୟରେ କୌଣସି ବି ଯାତ୍ରୀ ଖାଇବେନି…

ବହୁତ ଜଲ୍‌ଦି ଟ୍ରେନ୍‌ଗୁଡ଼ିକରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲାଗିବ। ଏହି ନିୟମ ସାରା ଦେଶର ସେହି ସବୁ ଟ୍ରେନ୍‌ରେ ଲାଗୁ ହେବ, ଯେଉଁଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ। ଭାରତୀୟ ରେଲେଓ୍ଵ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ନିୟମ ପର୍ଯ୍ୟାୟ କ୍ରମେ ସବୁ…

ଭଦ୍ରକ: କୋଇଲା ବୋଝେଇ ମାଲଗାଡିର ୧୩ଟି ବଗି ଲାଇନଚ୍ୟୁତ

ଭଦ୍ରକ (କେନ୍ୟୁଜ୍‌): ଧାମରା ରେଳପଥର ଭଟତୀରରେ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ। ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ରବଳ ବର୍ଷାରୁ ରେଳ ଧାରଣା ଦବି ଯାଇଥିବାରୁ ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭଦ୍ରକରୁ ଧାମରା ଯାଉଥିବା ବେଳେ ଏପରି ଅଘଟନ ଘଟିଛି ।

ବର୍ତ୍ତମାନ ହାଇଡ୍ରୋଜେନ ଟେକ୍ନୋଲୋଜି ଉପରେ ଆଧାର କରି ଟ୍ରାକରେ ଗଡ଼ିବ ଟ୍ରେନ

ଭାରତୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ରେଳ ବ୍ୟବସ୍ଥା ସର୍ବଦା ଏକ ପ୍ରମୁଖ ଯୋଗଦାନ ଦେଇଆସୁଛି। ଭାରତରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଭାରତୀୟ ରେଳ ବ୍ୟବସ୍ଥା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଯେଉଁଥିପାଇଁ ଗତ କିଛି ବର୍ଷ ଧରି ଦେଖାଯାଇଛି ଯେ ରେଳ…

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଏବେ ଟ୍ରେନରେ ମିଳିବ ଜୀବନ ରକ୍ଷକ ଔଷଧ ସହ ଅକ୍ସିଜେନ ସିଲିଣ୍ଡର

ଟ୍ରେନରେ ଯାତ୍ରା କରିବା ସମୟରେ ଦେହ ଖରାପ ହେଲେ ବର୍ତ୍ତମାନ ଔଷଧ ଏବଂ ଅକ୍ସିଜେନ ସିଲିଣ୍ଡରର ସୁବିଧା ଯୋଗାଇ ଦିଆଯିବ। ଏହିକାରଣରୁ ରେଳ ଅଧୀକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ କରାଯାଉଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ର ବିଶେଷଜ୍ଞଙ୍କ ଆଦେଶ ଅନୁଯାୟୀ ରେଳ ଷ୍ଟେସନ…