Browsing Tag

traveller make himself naked only for life jacket

ଲାଇଫ ଜ୍ୟାକେଟ୍‌ ଦାବି କରି ମଝି ଆକାଶରେ ଉଲଗ୍ନ ହେଲେ ଯାତ୍ରୀ

ବେଙ୍ଗାଲୁର : ସାଧାରଣତଃ ଏକ ଲାଇଫ ଜ୍ୟାକେଟ୍‌କୁ ନେଇ ମଝି ଆକାଶରେ ଉଲଗ୍ନ ହେଲେ ଜଣେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁର ରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ । ଜଣେ ଯାତ୍ରୀ ଲାଇଫ ଜ୍ୟାକେଟ ନମିଳିବାରୁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ । ଝଗଡ଼ା ଏତେ ଦୂର ଯାଇଥିଲା…