ମହିଳା ଟିଟିଇଙ୍କ ଦାଦାଗିରି, ମହିଳା ଯାତ୍ରୀଙ୍କୁ ମାଡ଼ ମାରି ହରାଇଲେ ଚାକିରି
ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି ଯାହା ପରେ ଲୋକଙ୍କ ମନରେ ଟିଟିଇଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି । କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର ଭିଡିଓ…