ଅର୍ଥାଭାବରୁ ଓଡ଼ିଆ ଯୁବକଙ୍କ ଅପରେସନ ହୋଇପାରୁନି, ସାହାଯ୍ୟ ପାଇଁ ମାର ବିନତି
ବାଲେଶ୍ଵର: କେଉଁଠୁ ଆସିବ ଆଉ କେମିତି ପୁଅର ଅପରେସନ ହେବ ଚିନ୍ତାରେ ମୁଣ୍ଡ କାମ କରୁନି ମା’ର। ଅର୍ଥାଭାବରୁ ରୋଜଗାରିଆ ପୁଅର ଅପରେସନ ହୋଇପାରୁନି । ଅପରେସନ ପାଇଁ ଦରକାର ୧୫ ଲକ୍ଷ ଟଙ୍କା । କେଉଁଠୁ ଆଣିବେ କେମିତି ପୁଅର ଅପରେସନ କରାଇବେ । କାନ୍ଦି କାନ୍ଦି ସାହାଯ୍ୟ ପାଇ ବିନତି କରୁଛନ୍ତି…