Browsing Tag

treatment

ବାରିପଦା: ପ୍ରବଳ ବର୍ଷା ଯୋଗୁ ମେଡିକାଲ କଲେଜରେ ବିଦ୍ୟୁତ ଗୁଲ୍ , ମୋବାଇଲ୍‌ ଲାଇଟରେ ଚାଲିଛି ଚିକିତ୍ସା ; ହନ୍ତସନ୍ତ…

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜ। ଘଣ୍ଟା ପରେ ଘଣ୍ଟା ଅନ୍ଧାରରେ ରୋଗୀ। ମୋବାଇଲ୍‌ ଲାଇଟ୍‌ ରେ ଦିଆଯାଉଛି ଇଞ୍ଜେକ୍ସନ । ଅନ୍ଧାର ସହିତ ଗୁଳୁଗୁଳି ଓ ମଶା କାମୁଡାରେ ଅତିଷ୍ଟ ହୋଇ ବାହାରେ ବସିଲେ ରୋଗୀ। ଆଜି ଦିନ ପ୍ରାୟ ଗୋଟାଏ ବେଳେ ପ୍ରବଳ ବର୍ଷା…

ପିଲାଙ୍କ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖା ଗଲେ ଭୟ କରନ୍ତୁ ନାହିଁ; ଲକ୍ଷଣ ଓ ଚିକିତ୍ସା ପଦ୍ଧତି ବିଷୟରେ ଜାଣିନିଅନ୍ତୁ

ସାଧାରଣ ଜ୍ୱର ଡେଙ୍ଗୁ ପରି ସଂକ୍ରାମକ ହୁଏନାହିଁ। ମଶାଙ୍କ ଦ୍ୱାରା ବ୍ୟାପୁଥିବା ଏହି ରୋଗ ପ୍ରାୟତଃ ବର୍ଷାଋତୁ ଏବଂ ଏହା ପର ସମୟରେ ହୋଇଥାଏ। ଏଡିସ୍‍ ଏଜିପ୍ଟି ଏବଂ ଏଡିସ୍‍ ଆଲ୍‍ବୋପିକ୍ଟସ୍‍ ମଶା କାମୁଡିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡିବା ପରେ ଏହି ମଶା…

ଧଳା କେଶ ପାଇଁ ବରଦାନ କଫି, ଗୋଟିଏ ସପ୍ତାହରେ ଦେଖାଇବ ଚମତ୍କାର

ସାଧାରଣତଃ ଲୋକେ କଫିକୁ କେବଳ ପାନୀୟ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ କଫି ଏପରି ଏକ ଜିନିଷ , ଯାହାକୁ ପାନୀୟ ଭାବେ ବ୍ୟବହାର କରିବା ସହିତ, ଏହାକୁ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । କେଶକୁ କଳା କରିବା ପାଇଁ ବଜାରରେ ବିଭିନ୍ନ ସାମଗ୍ରୀ ଉପଲବ୍ଧ, କିନ୍ତୁ କିଛି ଲୋକ କେବଳ କେଶକୁ…

ପିରିୟଡ୍ସ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଉଛି କି ; ତୁରନ୍ତ କରନ୍ତୁ ଏପରି ଚିକିତ୍ସା

ଯଦିଓ ପିରିୟଡ୍ସ ମହିଳାଙ୍କ ମଧ୍ୟରେ ଏକ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ଯଦି ଏହା ଅତ୍ୟଧିକ ହୁଏ ତେବେ ଏହା ଚିନ୍ତାର କାରଣ ହୋଇଯାଏ। ଅନେକ ମହିଳା ଏବଂ ବାଳିକା ପିରିୟଡ୍ସ ସମୟରେ ରକ୍ତସ୍ରାବ ଏତେ ହୋଇଥାଏ ଯେ ସେମାନଙ୍କୁ ଦିନକୁ ଅନେକ ଥର ପ୍ୟାଡ୍ ଏବଂ ପୋଷାକ ବଦଳାଇଥାନ୍ତି । ଏଭଳି…

ଓମିକ୍ରନ ଭାରିଏଣ୍ଟ : ଭାରତରେ ଓମିକ୍ରନ ର ପ୍ରଥମ ରୋଗୀଙ୍କ ଠାରେ ଦେଖାଗଲା ଏହି ଲକ୍ଷଣ, ଆପଣ ହୋଇଯାଆନ୍ତୁ ସତର୍କ

ଭାରତର କର୍ଣ୍ଣାଟକ ରାଜ୍ୟରେ କୋରୋନା ଭାଇରସ ର ଓମିକ୍ରନ ଭାରିଏଣ୍ଟର ଦୁଅଟି ମାମଲା ଆସିବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ନଡରିବା ପାଇଁ ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହି ଓମିକ୍ରନ ଭାରିଏଣ୍ଟ ଆସିବା ପରେ…

ବାପା ମାଆଙ୍କ ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଇ

ମହାକାଳପଡା (କେନ୍ୟୁଜ) : ଦୁଇ ଭାଇ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି। ୟା ଦୁଆର ତା ଦୁଆର ହୋଇ ଖାଇବାକୁ ଗଣ୍ଡେ ଚାଉଳ ମାଗି ଆଣୁଛନ୍ତି। ଆପଣ ଭାବୁଥିବେ ଏ ପିଲା ଦୁଇଜଣ ଏମିତି ଭିକ କାହିଁକି ମାଗୁଛନ୍ତି? ଏହାର କାରଣ ପରିସ୍ଥିତି ତାଙ୍କୁ ଆଜି ଭିକାରୀ ସଜାଇଦେଇଛି। ଘରେ ତାଙ୍କର ରୋଗିଣା ବାପା…

ମାନସିକ ସ୍ତରରେ ଦୁର୍ବଳ ବ୍ୟକ୍ତି ଏହି ରୋଗରେ ହୋଇଥାନ୍ତି ପୀଡ଼ିତ, ଜାଣନ୍ତୁ ଏହାର ଲକ୍ଷଣ

Dyspraxia ବ୍ରେନ ଜଡ଼ିତ ଏକ ସମସ୍ୟା। ଏହାକୁ ବ୍ରେନ ଡିସଅର୍ଡର ମଧ୍ୟ କୁହାଯାଏ, ଯାହା ମୁଭମେଣ୍ଟ ଏବଂ co-ordianationକୁ ପ୍ରଭାବିତ କରିଥାଏ। ଯେଉଁ ଲୋକଙ୍କୁ ଏହି ସମସ୍ୟା ରହିଛି ସେମାନେ କୌଣସି କାମ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି ନାହିଁ। କାମରେ ସେମାନେ ଧ୍ୟାନ କେନ୍ଦ୍ରିତ…

ପୋକ କାମୁଡିବା ହୋଇପାରେ ବିପଦପୂର୍ଣ୍ଣ, ଏହି ଉପାୟରେ ମିଳିବ ଆରାମ

ପୋକ କାମୁଡିବା ଯୋଗୁଁ ସାଧାରଣତଃ କୁଣ୍ଡାଇ ହେବା, ଜଳାପୋଡା କିମ୍ବା ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ। ବେଳେ ବେଳେ ଏପରି ବିଷାକ୍ତ ପୋକ କାମୁଡିବା କିମ୍ବା ଡଙ୍କ ମାରିବା ମଧ୍ୟ ମଣିଷର ଜୀବନ ନେଇପାରେ। ତେଣୁ ଏପରି ସମସ୍ୟାର ଜଲଦି ସମାଧାନ କରିବା ନିତାନ୍ତ ଜରୁରୀ ହୋଇଥାଏ। ତେବେ ଆସନ୍ତୁ…

ଶରୀରରେ କରୋନା ଭାଇରସ୍‌ ପଶିଲେ ଦେଖାଦିଏ ଏହି ସବୁ ଲକ୍ଷଣ, ଡେରି ନ କରି ତୁରନ୍ତ ଯାଆନ୍ତୁ ଡାକ୍ତରଙ୍କ ପାଖକୁ

ଚୀନ୍‌ରେ ମହାମାରୀ ରୂପ ନେଇଛି କରୋନା ଭାଇରସ୍‌। ଏହି ଭାଇରସ୍‌ ସଂସ୍ପର୍ଶରେ ଆସି ଏ ପଯ୍ୟର୍ନ୍ତ ୮୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିସାରିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଘାତକ ଭାଇରସ୍‌ ଚୀନରୁ ଯାଇ ଏସୀୟ ଦେଶ ଏବଂ ଆମେରିକାରେ କାୟା ବିସ୍ତାର କଲାଣି। ହେଲେ…

ଶୁକ୍ରାଣୁର ଅଭାବ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ପ୍ରଭାବିତ, ଜାଣନ୍ତୁ ରକ୍ଷା ପାଇବା ଉପାୟ

ସଂସାରକୁ ଆଗକୁ ନେବାରେ ଉଭୟ ପୁରୁଷ ଓ ମହିଳାଙ୍କ ସହମତିର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ଏହା ମଧ୍ୟ ସତ ଯେ ଯଦି ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରୁ କେହି ଜଣେ ପିଲା ଜନ୍ମ କରିବାକୁ ଅକ୍ଷମ ହୋଇଥିବ ତେବେ ପରିବାର ଆଗକୁ ବଢ଼ିପାରିବ ନାହିଁ। ପୂର୍ବରୁ ଏଥିପାଇଁ କେବଳ…

ଚିକିତ୍ସା ବଦଳରେ ଡାକ୍ତର ନେଉଥିଲେ ମାତ୍ର ୩୦ ଟଙ୍କା, ପୁଣି ମାଗଣାରେ ଦେଉଥିଲେ ଏହି ଗମ୍ଭୀର ରୋଗ

କମ୍‌ ପଇସାରେ ଚିକିତ୍ସା ଚକ୍କରରେ ପାକିସ୍ତାନରେ ହଜାରରୁ ଊର୍ଦ୍ଧ୍ୱ ଶିଶୁ ଏବେ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଛନ୍ତି। ଏଠାରେ ଜଣେ ଶିଶୁ ବିଶେଷଜ୍ଞ ଗୋଟିଏ ସିରିଞ୍ଜକୁ ବାରମ୍ବାର ବ୍ୟବହାର କରୁଥିଲେ। ଅଳିଆ ଗଦାରେ ଫିଙ୍ଗାଯାଉଥିବା ସିରିଞ୍ଜକୁ ସେ ପ୍ରୟୋଗ କରୁଥିଲେ। ଏହି ଡାକ୍ତରଙ୍କ ନାଁ…

ଆପଣ ମାନେ ତ ଦେହ ଖରାପ ସମୟରେ ହସ୍ପିଟାଲ ଯାଆନ୍ତି କିନ୍ତୁ ଏମାନେ କଣ କରନ୍ତି ଜାଣିଛନ୍ତିକି

ମଣିଷ ମାନେ ତ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ନଚେତ ଅତି ଦେହ ଖରାପ ହେଲେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି । ଏମିତିକି ଅତି ଆଦର ସହକାରେ ପାଳିଥିବା ପୋଷ୍ୟ ଜୀବ ଜନ୍ତୁ ମାନଙ୍କୁ ମଧ୍ୟ ପଶୁ ଡାକ୍ତର ଖାନାକୁ ନେଇଥାନ୍ତି । ଉଚିତ ସମୟ ରେ ସେମାନଙ୍କ ଚିକିତ୍ସା କରାଯିବା ସହ…