Browsing Tag

treatment

ହସପିଟାଲ ନୁହେଁ, ଦୋକାନ ବାରଣ୍ଡାରେ ଚାଲିଛି ଚିକିତ୍ସା

କେନ୍ଦୁଝର (କେନ୍ୟୁଜ୍) : ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା କଡରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ବେଞ୍ଚ୍ ଉପରେ ଶୁଆଇ ଦିଆଯାଉଛି ସାଲାଇନ୍। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବଜାରରେ। କମଳାଙ୍ଗ ଗାଁର ନବ ମୁଣ୍ଡା ଅସୁସ୍ଥ ଥିବାରୁ ତେଲକୋଇ…

ବାଂସୁରୀ ଥେରାପିରେ ଏପରି ହେଉଛି ଗାଈଙ୍କ ଚିକିତ୍ସା, ବଢିବ ଦୁଗ୍ଧ ଉତ୍ପାଦନ

ବଇଁଶୀ ଶବ୍ଦରେ ଗାଈ ମାନଙ୍କର ଚିକିତ୍ସା। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ଏମିତି ଘଟୁଛି ଜାମ୍ମୁର ଏକ ଗୋଶାଳାରେ। ଜାମ୍ମୁର ଆମ୍ବପହଲା ଠାରେ ଥିବା ଏହି ଗୋଶାଳାଟି ୧୯୬୦ ମସିହାରେ ହିଁ ଆରମ୍ଭ କରାଯାଇଥିଲା । ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କିଛି ସାଙ୍ଗ ମିଶି ଏହାର ଗଠନ…

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍‌ସ ଗଲା ଏସସିବିର ଏକ ଟିମ

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । କଟକ ଏସସିବି ବଡ଼ ମେଡିକାଲରେ ସେମାନଙ୍କ ଚିକିତ୍ସା କରାଯିବ। ଏନେଇ ଏକ ଟିମ ଏସସିବିରୁ ଦିଲ୍ଲୀ ଏମ୍‌ସ ଯାଇଛନ୍ତି । ଏଥିରେ ଶିଶୁ ବିଭାଗର ୨ଜଣ ବିଶେଷଜ୍ଞ ଅଛନ୍ତି । ଏମ୍‌ସ ଡାକ୍ତରଙ୍କଠାରୁ ତଥ୍ୟ ନେବେ SCB ଟିମ୍‌ । ଜଗାବଳିଆଙ୍କ ସହ…

ଚେଇଁ ଉଠିଲା ପ୍ରଶାସନ, ଶଯ୍ୟାଶାୟୀ ଯବାନ ରାମସିଂଙ୍କୁ ମିଳିଲା ଚିକିତ୍ସା ସୁବିଧା

ବିଳମ୍ବରେ ହେଉ ପଛେ ଯବାନଙ୍କୁ ମିଳିଲା ପ୍ରଶାସନର ସହଯୋଗ ଓ ସହାୟତା। ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଶଯ୍ୟାଶାୟୀ ଓଏପିଏଫ୍‌ ଯବାନ ରାମସିଂ ବୁରୁଦାଙ୍କୁ ଚିକିତ୍ସା ସହାୟତା ମିଳିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ…

କେନ୍ଦୁଝର: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ, କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା।…

ମାଂସପେଶୀ ଯନ୍ତ୍ରଣା ହୋଇପାରେ କ୍ଷତିକାରକ, ଜାଣନ୍ତୁ ଲକ୍ଷଣ ଏବଂ ଉପଚାର

ମାଂସପେଶୀ ଟାଣି ହେବା ସାଧାରଣ ସମସ୍ୟା। ଅନେକ ଥର କିଛି ଜିନିଷ ଉଠାଇବା ବେଳେ, ଶିଡି ଚଢିବା ବେଳେ ଏବଂ ଜୋରରେ ଦୌଡିବା ବେଳେ ମଧ୍ୟ ମାଂସପେଶୀ ଟାଣି ହୋଇଯାଏ। ଏପରି ମାଂସପେଶୀ ଟାଣି ହେବା ଦ୍ବାରା ହାତ, ଗୋଡ, ପିଠି ଇତ୍ୟାଦିରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହାଛଡା ଆଣ୍ଠୁ, କାନ୍ଧ, କହୁଣୀ…

ଗରିବଙ୍କ ଭଗବାନ ଡାକ୍ତର ଅରବିନ୍ଦ, ମାତ୍ର ୨୫ ଟଙ୍କା ଫିସରେ କରୁଛନ୍ତି ରୋଗୀ ସେବା

ଆଜିର ଦୁନିଆରେ ମଣିଷ ଟଙ୍କା ପାଇଁ ସବୁକିଛି କରିପାରେ। ନିଜର ବୁଦ୍ଧି ବିବେକ ମଧ୍ୟ ହଜାଇ ଦିଏ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। କିନ୍ତୁ ଏସୁବୁର ଉର୍ଦ୍ଧକୁ ଯାଇ ଆଜିବି ଅନେକ ଲୋକ ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥାନ୍ତି। ସେହିଭଳି ବ୍ୟକ୍ତିତ୍ବ ହେଉଛନ୍ତି ପାଟନାର ଡାକ୍ତର…

ଓଟି ଟେବୁଲ ସ୍ୱଚ୍ଛ ନଥିବାରୁ ଅଭିଯୋଗ କଲେ ରୋଗୀ, କିନ୍ତୁ ଡାକ୍ତର କଲେ ନାହିଁ ଅପରେସନ

ରାଞ୍ଚିର ରିମସ୍ ବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ଜଣେ ରୋଗୀ ଏହାର ଭିଡିଓ ଭାଇରାଲ କରିଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ହସ୍ପିଟାଲରେ ଆଦୌ ସ୍ୱଚ୍ଛତା ନାହିଁ । ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ,ଟ୍ୟୁମରରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଯୋଗେନ୍ଦ୍ର

ନୂଆପଡ଼ା (କେନ୍ୟୁଜ୍) : ଖଡ଼ିଆଳ ବ୍ଲକ ବରଗାଁର ଯୋଗେନ୍ଦ୍ର ଶବର । ପରିବାର କହିଲେ ସେ ଓ ତାଙ୍କ ବୃଦ୍ଧାମାଆ । ଦୁର୍ଦ୍ଦଶା ଯେମିତି ଏମାନଙ୍କ ପିଛା ଛାଡୁନି । ଦୀର୍ଘବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ପରେ ମାଆ ପକ୍ଷାଘାତ ରୋଗରେ ପୀଡ଼ିତ । ଅନ୍ୟପଟେ ଯୋଗେନ୍ଦ୍ର ମଧ୍ୟ ଟ୍ୟୁମର ରୋଗରେ ଆକ୍ରାନ୍ତ…