Browsing Tag

tree ambulance service

ପଞ୍ଜାବ : ଆଇଆର୍‌ଏସ୍‌ ଅଧିକାରୀଙ୍କ ମହାନତା, ଗଛ-ଲତା ପାଇଁ ଆରମ୍ଭ କଲେ ଆମ୍ବୁଲାନ୍ସ ସେବା

ମଣିଷ ଓ ପଶୁ-ପକ୍ଷୀଙ୍କ ଭଳି ପ୍ରକୃତି ମଧ୍ୟ ଗଛ-ଲତାରେ ଦେଇଛି ଜୀବନ । ମାନବ ସମାଜ ପାଇଁ ଉଦ୍ଭିଦ ଜଗତର ଅବଦାନ ଅତୁଳନୀୟ । ସେଇଥିପାଇଁ ଗଛକୁ ବୋଧହୁଏ କୁହାଯାଏ ବୃକ୍ଷ ଦେବତା । ହେଲେ ଅଧିକାଂଶ ସମୟରେ ଆମେ ଅନ୍ୟ ଜୀବ ଭଳି ଗଛ ଲତାର ରୋଗ କିମ୍ବା ଆଘାତ ପ୍ରତି ଦୃଷ୍ଟି ଦେଇ ନଥାଉ । ହେଲେ ଆମ…