ଓଲଟିଥିବା ଅଟୋକୁ ଉଠାଇ ଝିଅ ବଞ୍ଚାଇଲା ମା’ର ଜୀବନ, ଅସମ୍ଭବକୁ ସମ୍ଭବ କରିଦେଲା ଝିଅର ସାହସ
ବେଳେବେଳେ କଠିନ ପରିସ୍ଥିତିରେ ମଣିଷ ଏମିତି କିଛି କରେ, ଯାହାକୁ ସାମାନ୍ୟ ଅବସ୍ଥାରେ ମଧ୍ୟ ଭାବି ହୁଏନାହିଁ । ସେହି ସମୟରେ ମଣିଷ ଭିତରେ ଏକ ଅଲଗା ପ୍ରକାର ଶକ୍ତି ଏବଂ ସାହସ ଆସିଯାଏ, ଯାହା ଅସମ୍ଭବକୁ ମଧ୍ୟ ସମ୍ଭବ କରିପକାଏ । ଏମିତି କିଛି କଥାକୁ ସତ ପ୍ରମାଣିତ କରିଛି ଜଣେ ଝିଅ । ନିଜ…