ପୋଲିସ୍ ଓ ସାମ୍ବାଦିକଙ୍କ ଆଗରେ ବିଜେପି ମହିଳା କର୍ମୀଙ୍କୁ ପିଟିଲେ ତୃଣମୂଳ କଂଗ୍ରେସ କର୍ମୀ, ଭିଡିଓ ହେଲା ଭାଇରାଲ
କୋଲକାତା : ରାଜନୈତିକ ଅସହିଷ୍ଣୁତା ଓ ହିଂସର ଆଉ ଏକ ନମୂନା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ତୃଣମୂଳ କଂଗ୍ରେସର କର୍ମୀମାନେ ଜଣ ବିଜେପିର ମହିଳା କର୍ମୀଙ୍କ ନିର୍ମମ ଭାବେ ବିଚ୍ ରାସ୍ତାରେ ପିଟୁଥିବାର ଦୃଶ୍ୟ ଧରିଛି ରିପୋର୍ଟରଙ୍କ କ୍ୟାମେରା । ଏହି ଭିଡିଓ ଭାଇରାଲ ହେବା ପରେ ତୀବ୍ର…