Browsing Tag

trisulia bridge

ତ୍ରିଶୁଳିଆ ବ୍ରିଜ ଉପରେ ଥୁଆ ହୋଇଛି ଅଜଣା ସ୍କୁଟି, ପାଖରେ ପଡିଛି ଚପଲ; ମିଳୁନି ଚାଳକଙ୍କ ପତ୍ତା

କଟକ : କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଥୁଆ ହୋଇଛି ଅଜଣା ସ୍କୁଟି । ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଥିବାର ନଜର ଆସିଛି । ପାଖରେ ଚପଲ ବି ପଡ଼ିଛି ।  ମାତ୍ର ଚାଳକଙ୍କ ପତ୍ତା ମିଳୁନି । ଫଳରେ ସେ ଉଛୁଳା ନଦୀକୁ ଡେଇଁ ପଡ଼ିଥିବା ଅନୁମାନ…