ଟ୍ରିଟନ୍ ଇଲେକଟ୍ରିକ କାର୍, ଲଞ୍ଚ ହେବା ପୂର୍ବରୁ ୧୮ ହଜାର କୋଟି ଟଙ୍କାର ଅର୍ଡ଼ର ବୁକ୍
ଦେଶରେ ପେଟ୍ରୋଲ ଓ ଡିଜେଲର ବଢ଼ୁଥିବା ଦର ପାଇଁ ଏବେ ସମସ୍ତେ ବିକଳ୍ପ ଖୋଜିବାରେ ବ୍ୟସ୍ତ। ଏବେ ଦେଶରେ ଇଲେକଟ୍ରିକ ଗାଡ଼ିର ଡିମାଣ୍ଡ ମଧ୍ୟ ଖୁବ ବଢ଼ିବାରେ ଲାଗିଛି। ତେଲ ଦର ମହଙ୍ଗା ହେବା ପରେ ଏହାର ବିକଳ୍ପ ସ୍ୱରୁପ ଇଲେକଟ୍ରିକ ବାହନର ଚୟନ କରାଯାଉଛି। ସରକାର ମଧ୍ୟ ପର୍ଯ୍ୟାବରଣ ପାଇଁ…