Browsing Tag

troll

ଗଣତନ୍ତ୍ର ଦିବସରେ ସ୍ୱାଧୀନତା ଦିବସର ଶୁଭେଚ୍ଛା, ଜବରଦସ୍ତ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଗଣତନ୍ତ୍ର ଦିବସ ଅବସରରେ ଏକ ଟ୍ଵିଟ କରିଥିଲେ, ଯାହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଖବରରୁ ଜଣାପଡ଼ିଛି, ଶିଳ୍ପା ତାଙ୍କ ଫ୍ୟାନ୍‌ମାନଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ବଦଳରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଇଥିଲେ। ଏହି…

ସ୍ୱାମୀଙ୍କ ସହିତ ଫଟୋ ସେୟାର କରିବା ଦିଲୀପ କୁମାରଙ୍କ ନାତୁଣୀ ସାୟଶାଙ୍କୁ ପଡ଼ିଲା ଭାରି, ହେଉଛନ୍ତି ଜବରଦସ୍ତ ଟ୍ରୋଲ

ସୋସିଆଲ ମିଡ଼ିଆରେ ସେଲିବ୍ରିଟିମାନେ କେବଳ ପ୍ରଶଂସିତ ହୁଅନ୍ତି ନାହିଁ, ବରଂ ସେମାନଙ୍କୁ ଜବରଦସ୍ତ ଟ୍ରୋଲର ସାମ୍ନା ବି କରିବାକୁ ପଡ଼ିଥାଏ। ଫ୍ୟାନମାନଙ୍କ ପାଇଁ ସେୟାର କରୁଥିବା ଫଟୋ ଏବଂ ଭିଡ଼ିଓ କେବେ କେବେ ସେମାନଙ୍କ ଉପରେ ଭାରି ପଡ଼ିଯାଇଥାଏ। ଏବେ ଏମିତି କିଛି ଘଟିଛି ଦିଲୀପ କୁମାରଙ୍କ…

ରଣବୀର କାପୁରଙ୍କ ଜନ୍ମଦିନରେ ସାମିଲ ହୋଇ ଟ୍ରଲ ହେଲେ ଦୀପିକା

ରଣବୀର କପୁର ମୁମ୍ବାଇର ବାନ୍ଦ୍ରା ଠାରେ ଥିବା ନିଜ ବାସ ଭାବନାରେ ନିଜ ଜନ୍ମ ଦିନ ଅବସରରେ ଏକ ଭବ୍ୟ ପାର୍ଟି ରଖିଥିଲେ ।  ଏହାକୁ ତାଙ୍କ ମା ନିତୁ କପୁର ଓ ଏବେକାର ଗାର୍ଲ ଫ୍ରେନ୍ଡ ଆଲିଆ ଭଟ ଆୟୋଜନ କରିଥିବା କଥା ଶୁଣା ହେଉଛି ।  ଏଥିରେ ବଲିଉଡର ବହୁ ବଡ ବଡ ଅଭିନେତା ଓ ଅଭିନେତ୍ରୀ ମାନେ…

ସାର୍ଟଲେସ୍‌ ଫଟୋ ସେୟାର କରି ଟ୍ରୋଲ୍‌ ହେଲେ ପାକିସ୍ତାନୀ କ୍ରିକେଟର, ୟୁଜର କହିଲେ…

ପାକିସ୍ତାନୀ କ୍ରିକେଟର ମହମ୍ମଦ ହଫିଜଙ୍କ ପାଇଁ ଚଳିତବର୍ଷ ଆଦୌ ଶୁଭଙ୍କର ନୁହେଁ। ଆଇସିସି ଓ୍ଵାର୍ଲ୍ଡ କପ୍‌ ୨୦୧୯ରେ ଖରାପ ପ୍ରଦର୍ଶନ ପରେ ହଫିଜଙ୍କୁ ପାକିସ୍ତାନ୍‌ କ୍ରିକେଟ୍‌ ବୋର୍ଡ ତାଙ୍କୁ ଦଳରୁ ବିଦା କରିଥିଲା। ଫଳରେ ହାଫିଜ୍‌ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବାରୁ ବଞ୍ଚିତ…

ପାକିସ୍ତାନରେ ଗୀତ ଗାଇବା ମିକାଙ୍କୁ ପଡିଲା ମହଙ୍ଗା

ବଲିଉଡ଼ର ବହୁ ଚର୍ଚ୍ଚିତ ଗାୟକ ମିକା ସିଂଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ର୍ଚଚ୍ଚା ଧରିଛି । ପାକିସ୍ତାନରେ ଗୀତ ପରିବେଷଣ କରିବାକୁ ନେଇ ମିକା ସିଂଙ୍କୁ ମହଙ୍ଗା ପଡିଛି । ଏହି ଘଟଣା ପରେ ମିକା ସିଂଙ୍କୁ ଭାରତୀୟ ଫ୍ୟାନ୍ସମାନେ ସମାଲୋଚନା କରିବାରେ ପଛେଇନାହାନ୍ତିି । ସୂଚନା ଅନୁସାରେ, ମିକା…