Browsing Tag

truck accident

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ୨ ଗୁରୁତର

ଜଳେଶ୍ବର: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ। ସିମେଣ୍ଟ ବୋଝେଇ ଟ୍ରକ ପଛପଟେ ପିଟି ହୋଇଗଲା ଡଷ୍ଟ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇଟି ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ବାଲେଶ୍ବର ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ତାରିଣୀ ଛକରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ବାଲେଶ୍ବରରୁ…

ଟ୍ରକ୍- ଟାଟା ଏସି ଦୁର୍ଘଟଣା, ଜଣେ ମୃତ ଓ ଜଣେ ଗୁରୁତ୍ୱର

ଭଦ୍ରକ: ଟାଟା ଏସି ଗାଡି ଦୁର୍ଘଟଣା, ଜଣେ ମୃତ୍ୟୁ, ଜଣେ ଗୁରୁତ୍ୱର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ଘଟିଛି ଦୁର୍ଘଟଣା ।  ଏକ ଟାଟା ଏସି ଗାଡି ପିପିଲିରୁ ମାଲ ଅନଲୋଡ଼ କରି ପଶ୍ଚିମବଙ୍ଗକୁ ଫେରୁଥିଲା ବେଳେ ଭଦ୍ରକ ମଇତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । …

ଗଞ୍ଜାମ ଟ୍ରକ୍ ଦୁର୍ଘଟଣା, ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଗଞ୍ଜାମ : ଗଞ୍ଜାମ ଟ୍ରକ୍ ଦୁର୍ଘଟଣା । ଓଡ଼ିଶା ସରକାରଙ୍କୁ ସବିଶେଷ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରୋଡ୍ ସେଫ୍ଟି କମିଟି । ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣାକୁ ନେଇ ସୁପ୍ରିମ୍ କୋର୍ଟଙ୍କ ରୋଡ୍ ସେଫ୍ଟି କମିଟି ଉଦବେଗ ପ୍ରକାଶ କରିଛନ୍ତି । ଘଟଣାରେ ଓଡ଼ିଶା…

ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଯାଜପୁର ରୋଡ୍: ଟ୍ରକ ଧକ୍କାରେ ଜଣେ ମୃତ । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ମୃତ । ମୃତକ ହେଲେ ବାରାଗାଡ଼ିଆ ଗାଁର ରଞ୍ଜିତ ରାଜ । ସେ କଂଗ୍ରେସର ସୁକିନ୍ଦା ବ୍ଲକ ସଭାପତି ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଉତ୍ତେଜନା…

ଭାରସାମ୍ୟ ହରାଇ ୫ରୁ ଊର୍ଦ୍ଧ୍ବ ଦୋକାନ ଉପରେ ଚଢିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଲୋକ

ଜଳେଶ୍ବର : ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ୫ରୁ ଊର୍ଦ୍ଧ୍ବ ଦୋକାନ ଉପରେ ଚଢିଗଲା ହାଇୱା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକ । ବାଲେଶ୍ବର ଜଳେଶ୍ବର - ଚନ୍ଦନେଶ୍ବର ମୁଖ୍ଯ ରାସ୍ତା ଚୌକି ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ହାଇୱାଟି ଭାରସାମ୍ୟ ହରାଇ ଦୋକାନ…

୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ

ବହ୍ମପୁର: ମର୍ମନ୍ତୁଦ ଦୁର୍ଘଟଣା ।  ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ ।  ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ।  ଛାତିଥରା ଦୁର୍ଘଟଣା ଘଟିଛି ବ୍ରହ୍ମପୁରରେ ।  ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ।  ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ…

ସିଙ୍ଗଡା ଖାଉଥିବା ବେଳେ ଯୁବତୀଙ୍କୁ ଧକ୍କା ଦେଲା ଟ୍ରକ, ସିସିଟିଭିରେ ଭିଡିଓ ଭାଇରଲ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର କଟରା ବିଲୋର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଲ୍ଲାବା ବସ୍ତିରେ ଜଣେ ଯୁବତୀ ସିଙ୍ଗଡା ଖାଉଥିବା ସମୟର ହଠାତ୍ ଟ୍ରକ ଧକ୍କା ଦେଇଥିଲା । ଫଳରେ ଯୁବତୀଙ୍କ ପ୍ରାଣ ଚାଲିଯାଇଥିଲା । ଖବର ମୁତାବକ, ମାଧୋଗଙ୍ଗ ଥାନାର ଶାହପୁର ବାସୁଦେବ…

ଭାରସାମ୍ୟ ହରାଇ ଫଳ ଦୋକାନକୁ ପଶିଗଲା ଟ୍ରକ, ଜଣେ ମୃତ ଏବଂ ୪ ଆହତ

ବାଙ୍ଗିରିପୋଷି: ଫଳ ଦୋକାନକୁ ପଶିଗଲା ଟ୍ରକ । ଜଣେ ମୃତ, ୪ ଆହତ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାମ୍ବେଛକ ବଜାରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ସୁସ୍ମିତା ମହାନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ୭ରୁ ଅଧିକ ଦୋକାନ ଘରକୁ…

ଚଢ଼ିଗଲା ୧୪ ଚକିଆ ଟ୍ରକ, ଚାଲିଗଲା ବୃଦ୍ଧା ମହିଳାଙ୍କ ଜୀବନ

ଆଠଗଡ଼ : ଚଢିଗଲା ଟ୍ରକ, ଚାଲିଗଲା ଜୀବନ । ଟାଙ୍ଗୀ ଚୌଦ୍ବାର ବ୍ଲକ କଖଡି ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ବୃଦ୍ଧା ମହିଳାଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ ହୋଇଛି । ମୃତକ ମାଳତୀ ସାହୁ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ…

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ରକ୍ ,ମହିଳା ମୃତ

ରାୟଗଡା : ଘର ଭିତରକୁ ମାଡିଗଲା ଟ୍ୟାଙ୍କର, ମହିଳା ମୃତ ।  ରାୟଗଡା ଜିଲ୍ଲା ସଦର ଥାନା ଗୁମା ଗାଁ ନିକଟରେ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ଲକ୍ଷ୍ମୀ ପାତ୍ର  ।  ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୨ଟାରେ ଟ୍ରକଟି ଭାରସାମ୍ୟ ହରାଇ ଘର ଭିତରକୁ…

ଆନ୍ଧ୍ରପ୍ରଦେଶ : ଓଲଟିଲା ଆମ୍ବ ବୋଝେଇ ଟ୍ରକ, ଦବି ହୋଇ ୯ ଜଣ ଶ୍ରମିକ ମୃତ୍ୟୁ

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶର ଅନ୍ନମୟା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବ ଭର୍ତ୍ତି ଏକ ଟ୍ରକ ଓଲଟିବା ଯୋଗୁଁ ୯ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ରାଜମପେଟ ସରକାରୀ ହସପିଟାଲରେ…

ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା: ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ରାୟଗଡ଼ା : ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍ । ଚାଳକ ଗୁରୁତର । ରାୟଗଡ଼ା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା ଘଟିଛି । ଗୁରୁତର ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି…