Browsing Tag

truck accident

ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର

ବରଗଡ(କେନ୍ୟୁଜ): ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ବରଗଡ ଜିଲ୍ଲା ଲରମ୍ଭା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତକ ହେଲେ ଅନୁପମା ମଲ୍ଲିକ । ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ଘାଟିରେ ଓଲଟିଲା ଟ୍ରକ୍, ୫ ଘଣ୍ଟା ପର୍ଯ୍ୟନ୍ତ ଚାପି ହୋଇ ରହିଗଲେ ହେଲପର ଓ ଡ୍ରାଇଭର

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗାଡ଼ିର ହେଲପର ଓ ଡ୍ରାଇଭର। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୫…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ବାପା ଆଗରେ ଚାଲିଗଲା ଝିଅର ଜୀବନ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ରେମେଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମାଲବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ସମ୍ବଲପୁରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ । ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ କଲେଜକୁ ଘରକୁ ଆସୁଥିଲେ । ନିଜ ବାପା…

ଟ୍ରକ ଉପରେ ଚଢିଗଲା ଆଉ ଏକ ଟ୍ରକ: ଡ୍ରାଇଭର-ହେଲ୍‌ପର ମୃତ , ୨ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଦୁଇ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ସକାଳୁ ସକାଳୁ ଦୁର୍ଘଟଣା ; ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ୬ ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ଟ୍ରକ ଦୁର୍ଘଟଣା। ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।…

କଣ୍ଟାବାଞ୍ଜି: ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା

କଣ୍ଟାବାଞ୍ଜି(କେନ୍ୟୁଜ୍): ଲାଠୋର ଡାକ୍ତରଖାନାରୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା।  ତୁରେକେଲା ଥାନା ଗଏନ୍ଦିମାଲ ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ବାଇକରେ ଆରୋହୀ ସ୍ୱାମୀ ଓ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ।…

ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ: ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ରେଢାଖୋଲ (କେନ୍ୟୁଜ): ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ ପରେ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ରେଢାଖୋଲ ଥାନା ୫୫ ନଂ ଜାତୀୟ ରାଜପଥର ଝରଣପଦା ଗାଁ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ କେନ୍ଦୁ, ଚାର ଆଦି ବିକ୍ରୀ କରୁଥିବା ନାବାଳିକା…

ସୋର ତଳନଗର ଛକ ନିକଟରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ସୋର (କେନ୍ୟୁଜ୍): ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା । ବାଲିଆପାଳରୁ କଟକ ଯାଉଥିବା କ୍ଷୀର ଗାଡିର ଡ୍ରାଇଭର ଓ ହେଲପର୍‌ ଗାଡିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍ । ଟ୍ରକ ଧକ୍କାରେ…

ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିହେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା। ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି…

ଫିଲ୍ମ ସୁଟିଂ ସମୟରେ ବେକାବୁ ହେଲା ଟ୍ରକ୍‌! ଅଳ୍ପକେ ବର୍ତ୍ତିଲେ ହିରୋ…ଦେଖନ୍ତୁ ଛାତିଥରା ଦୃଶ୍ୟ

ଫିଲ୍ମର ସୁଟିଂ ସମୟରେ ଅନେକ ବାର ଭୟଙ୍କର ଦୁର୍ଘଟଣାମାନ ଘଟିଥାଏ। ଏବେ ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମର ସୁଟିଂ ସମୟରେ ବି ଏଭଳି କିଛି ଘଟିଛି। ତାଙ୍କ ଫିଲ୍ମ ‘ମାର୍କ ଏଣ୍ଟନି’ର ସୁଟିଂ ସେଟ୍‌ରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯିଏ କିଏ ବି…

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର (କେନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ…

ରଖିବେ ଯଦି ହରି ତାକୁ କିଏ ପାରିବ ମାରି? ଟ୍ରକ ଚକ ତଳେ ଦୁଇ ଘଣ୍ଟା ଚାପି ହୋଇ ରହିଥିବା ଯୁବକ ଜେସିବି ଦ୍ବାରା ହେଲା…

ବାଲେଶ୍ବର(କେନ୍ୟୁଜ୍): ଟ୍ରକ ଚକ ତଳେ ଦୁଇ ଘଣ୍ଟା । ଜେସିବି ଯୋଗେ ରାସ୍ତା ଖୋଳି ଯୁବକଙ୍କୁ କରାଗଲା ଉଦ୍ଧାର । ବାଲେଶ୍ୱର ଔପଦା ବ୍ଲକ ସନ୍ତରାଗଡ଼ିଆ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ । ୨ ଘଣ୍ଟା ଧରି ଗାଡ଼ି ତଳେ ଚାପି ହୋଇ ରହିିଥିଲେ ଯୁବକ । ଜେସିବି ଯୋଗେ…