ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚୋନ ପରେ ଆନ୍ଦୋଲୋନକୁ ପ୍ରତ୍ୟାହାର କଲା ସଂଘ । ଆସନ୍ତା କାଲି ଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ । ଗତ ନଭେମ୍ବର 10 ତାରିଖରୁ 11 ଦଫା ଦାବି ନେଇ…