Browsing Tag

truck burnt

ରାସ୍ତାରେ ହୁ ହୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍

ବାଂଶପାଳ : ରାସ୍ତାରେ ହୁ ହୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଆରଡ଼େଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଛିଡା ହୋଇଥିବା ଏକ ଆଇରନ୍ ବୋଝେଇ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ସଟ ସର୍କିଟ ଯୋଗୁ ଅଘଟଣ: ଠିଆ ଠିଆ ଜଳିଗଲା ଦଶ ଚକିଆ ଟ୍ରକ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ସକାଳେ ଏକ ଦଶ ଚକିଆ ଟ୍ରକ ଜଳିଯାଇଛି। ଟ୍ରକଟି ଟୋଲଗେଟ ନିକଟରେ ଠିଆ ହୋଇଥିବା ବେଳେ ସଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଟ୍ରକଟି ଦୀର୍ଘ ସମୟ ଜଳୁଥିବା…