Browsing Tag

truck bus accident

ଅନୁଗୁଳ: ଜିନ୍ଦଲ ନିକଟରେ ଟ୍ରକ୍‌ ପଛକୁ ଧକ୍କା ଦେଲା ବସ୍‌, ୫ଜଣ ଯାତ୍ରୀ ଗୁରୁତର

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ - ଛେଣିପଦା ୬୩ ନଂମ୍ବର ରାଜ୍ଯ ରାଜପଥରେ ଜିନ୍ଦଲ ନିକଟରେ ଟ୍ରକ୍‌ ପଛରେ ବସ୍‌ ଦେଲା ଧକ୍କା ଦେଇ ଥିବା ବେଳେ ୫ଜଣ ଯାତ୍ରୀ ଗୁରୁତର ଆହତ,୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି । ସୂଚନା ଯେ, ଶିବଶଙ୍କର ବସ୍‌ ଟି ଦେବଗଡ଼ ରୁ ଭୁବନେଶ୍ୱର ରାତ୍ରୀ ଯାତ୍ରା…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା , ୭ ଆହତ

ଆଠଗଡ଼(କେନ୍ୟୁଜ୍) : ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ଆଠଗଡ଼ ଖୁଣ୍ଟୁଣୀ ବଜାର ନିକଟରେ ଦୁର୍ଘଟଣା ଘଟିଥିଲା। ବସ୍‌ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବାବେଳେ ଟ୍ରକଟି ଖୁଣ୍ଟୁଣୀରୁ ତାଳଚେର ଆସୁଥିଲା। ଏହି ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ର ୫ଜଣ…