Browsing Tag

truck car collision

ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଦୁର୍ଘଟଣା; ଟ୍ରକ୍‌‌-କାର ଧକ୍କାରେ ୫ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ କଡପାରେ ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର ସହିତ କାରର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଭଭାଲାଚେରୁଭୁ ଘାଟ ରୋଡରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସରା ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି…

ସିମେଣ୍ଟ ବୋଝେଇ ଟ୍ରକ-କାର୍ ଧକ୍କା, ଜଣେ ମହିଳା କଳାକାର ମୃତ, ୫ ଆହତ

କଟକ (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକ ସହ କାର୍ ଧକ୍କା । କାରକୁ ଧକ୍କା ନେଇ ନଦୀକୁ ଖସିଲା ଟ୍ରକ। ଦୁର୍ଘଟଣାରେ ଜଣେ ମୃତ ୫ ଆହତ ହୋଇଛନ୍ତି। କଟକ କାଜିପାଟଣା ନିକଟ କୁଆଖାଇ ବ୍ରିଜ୍ ଉପରେ ଘଟିଛି ଏପରି ଦୁର୍ଘଟଣା । କାର ଏକ ଟିଭି ସିରିଏଲ କଳାକାର ଟିମ ଥିଲେ । ମୃତ ମହିଳା କଳାକାର ଟିମର…