truck catches fire in tangi

ଜଳିଗଲା ଟ୍ରକ୍‌ ଜଳିଗଲେ ଡ୍ରାଇଭର୍‌ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ଅଘଟଣ, ଇଞ୍ଜିନ୍‌ରୁ ଲାଗି ଗଲା ନିଆଁ

ଟାଙ୍ଗୀ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ । ନିଆଁ ଲାଗି ଟ୍ରକ ଡ୍ରାଭରଙ୍କ ମୃତ୍ୟୁ ହୋଇଛି ।…

4 years ago