ଡାଲି ବୋଝେଇ ଟ୍ରକରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଜଳିଗଲା ଟନ୍ ଟନ୍ ଡାଲି
କଟକ: ଜଳିଗଲା ଡାଲି ବୋଝେଇ ଟ୍ରକ। ପୋଡି ପାଉଁଶ ହୋଇଗଲା ଟନ୍ ଟନ୍ ଡାଲି । ତେବେ ସୌବାଗ୍ୟ ବଶତଃ ଟ୍ରକ ଡ୍ରାଇଭରଙ୍କ କିଛି ହୋଇନାହିଁ । କଟକ ଜିଲ୍ଲା ଅଡ଼ଶପୁର-ନିଆଳି ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏହି ଅଘଟଣ ।
ଆଜି ଭୋର ୪ଟା ସମୟରେ ଟ୍ରକ୍ଟି ରାୟପୁରରୁ ଡାଲି ବୋଝେଇ କରି…