Browsing Tag

truck fire

ମାଂସ ବୋଝେଇ ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ଦୁଇ ଡ୍ରାଇଭର ଓ ବେପାରୀ ଅଟକ

ବାଙ୍କୀ (କେନ୍ୟୁଜ): ଜାଳିଦେଲେ ମାଂସ ବୋଝେଇ ଟ୍ରକ । ଆଠଗଡ଼ ପଟୁ ବାଙ୍କୀ ବୈଦେଶ୍ୱର୍ ଟି ବ୍ରିଜ ଉପର ଦେଇ ଆସୁଥିଲା ଟ୍ରକ । ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ଗତକାଲି ରାତିରେ ବୈଦେଶ୍ୱର ଥାନା ପୁରୁଣା ପାଣି ଗାଁ ନିକଟରେ ସ୍ଥାନୀୟ ବାସିନ୍ଦା ଟ୍ରକଟିକୁ ଅଟକାଇ ନିଆଁ ଲଗାଇ…

ସଟ ସର୍କିଟ ଯୋଗୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ କୀଟ ଛକରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା ଟ୍ରକ। ଘଟଣା ସ୍ଥଳରେ ଅଗ୍ନିଶମ ବାହନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳକୁ ହାଇୱା ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ସ୍ତରରେ ଜାଣିବାକୁ ପାଇଛି…

ରାସ୍ତା କଡକୁ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଆଦର୍ଶବିଦ୍ୟାଳୟ ସାମ୍ନାରେ ଭାରସାମ୍ଯ ହରାଇ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ। ଡ୍ରାଇଭର ଜିବନ୍ତ ଦଗ୍ଧ। ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ଗତକଲି ସନ୍ଧ୍ୟା ସମୟରେ ଓଡ଼ି ୩୫ ସି ୦୪୩୬ କୋଇଲା ବୋଝେଇ ଟ୍ରକଟି…

୧୧ କେଭ ବିଦ୍ୟୁତ ତାର ନେଇଗଲା ଜୀବନ, ପାଣିକୋଇଲି ଟୋଲ ପ୍ଲାଜା ନିକଟରେ ଟ୍ରକ ସହ ଜଳିଗଲେ ଡ୍ରାଇଭର,

ଯାଜପୁର ରୋଡ଼(କେନ୍ୟୁଜ୍):ପାଣିକୋଇଲି ଥାନା ଟୋଲ ପ୍ଲାଜା ନିକଟସ୍ଥ ସିଙ୍ଗଡ଼ା ଛକ ନିକଟରେ ଅଘଟଣ। ୧୧ କେଭ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୪ ଚକିଆ ଟ୍ରକ ସହ ଜଳିଗଲେ ଡ୍ରାଇଭର।ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି…

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ସୁନ୍ଦରଗଡ(କେନ୍ଯୁଜ୍):ରାସ୍ତାରେ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୁନ୍ଦରଗଡ କରମଡିହି ରାସ୍ତାରେ ନିଆଁ ଲାଗିଛି । ଗାଡିର ଇଞ୍ଜିନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଏଲପିଜି ବୋଝେଇ ଟ୍ରକଟି ଝାରସୁଗୁଡାରୁ ରାଉରକେଲାକୁ ଯାଉଥିଲା । ଖବର ପାଇ…

କେନ୍ଦୁଝର ରାଜବାଟି ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ  ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ତେବେ କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ ହଠାତ ଏକ ଟ୍ରକ ହୁତୁ…

ଚବିଶ ଘଣ୍ଟାରେ ଜଳି ଗଲା ଦୁଇ ଦୁଇଟି ଟ୍ରକ୍‌, ତଦନ୍ତ କରୁଛି ପୋଲିସ୍‌

କେନ୍ଦୁଝର (କେନ୍ୟୁଜ୍‌) : ଗତକାଲି ରାତିରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ନିକଟରେ ହଠାତ ଏକ ୧୦ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗତ ଦୁଇ ଦିନ ଭିତରେ ଏହି…

ବୁର୍ଲା ଗୋଶାଳା ଛକ ନିକଟରେ ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ୍

ସମ୍ବଲପୁର(କେନ୍ଯୁଜ୍): ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ। ବୁର୍ଲା ଗୋଶାଳା ଛକ ନିକଟରେ ଆଜି ସକାଳ ୭ଟା ସମୟରେ ଏକ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଜାଳି ଯାଇଛି। ତେବେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ…

ଯାଜପୁର: ରଗଡି ଛକ ସରକାରୀ ପଲିଟେକନିକ ସାମ୍ନାରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଜଳିଗଲା ଟ୍ରକର ପଛଚକା

ଯାଜପୁର ରୋଡ଼(କେନ୍ୟୁଜ୍):  ଚଳନ୍ତା ଟ୍ରକ୍ ରେ ଲାଗିଗଲା ନିଆଁ। ୨୦ନମ୍ବର୍ ଜାତୀୟ ରାଜପଥ କଡ ରଗଡି ଛକ ସରକାରୀ ପଲିଟେକନିକ ସାମ୍ନାରେ ଏକ ମାଲ୍ ବୋଝେଇ ଟ୍ରକ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡରେ ଟ୍ରକର ପଛ ସମସ୍ତ ଚକା ଜଳି ଯାଇଥିବା ସୈଭାଗ୍ୟ ବସତ ଟ୍ରକ ଡ୍ରାଇଭର ଅଳ୍ପକେ ଏଥିରୁ ବର୍ତ୍ତୀ…

ଯାଜପୁର: ଚଳନ୍ତା କାଠ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଗଲା ଟନ ଟନ କାଠ

ଯାଜପୁର ରୋଡ(କେନ୍ୟୁଜ): ଚଳନ୍ତା କାଠ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଗଲା ଟନ ଟନ କାଠ। ୨୦ ନମ୍ବର୍ ଜାତୀୟ ରାଜପଥ ଅନ୍ଧାରି ଛକ ନିକଟରେ ହଠାତ୍ ଶାଳ କାଠ ବୋଝେଇ ଟ୍ରକରେ ନିଆଁ ଲାଗି ଯିବାରୁ ଟ୍ରକ ଡ୍ରାଇଭର ଏହାକୁ ରାସ୍ତା କଡରେ ଲାଗାଇଦେଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ…