Browsing Tag

truck hits truck

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ୩ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର

ରେଢ଼ାଖୋଲ : ଟ୍ରକକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଟ୍ରକ ଭିତରେ ଚାପି ହୋଇ ରହିଥିଲେ ଟ୍ରକ ଡ୍ରାଇଭର । ଅନୁଗୁଳ ୫୫ନଂ ଜାତୀୟ ରାଜପଥ ରେଢ଼ାଖୋଲ ବେଲଡିହି ଛକ ନିକଟରେ ଦୁର୍ଘଟଣା ଘଟିଛି । ୩ ଘଣ୍ଟାରୁ ଅଧିକ ସମୟ ହେବ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଏକ…

ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା: ବ୍ରେକ୍ ଫେଲ୍‌ ଯୋଗୁ ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଡ୍ରାଇଭର ମୃତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି ।  ମଧ୍ୟ ରାତ୍ରୀରେ ହୋଇଛି ଦୁର୍ଘଟଣା ।  ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।  ଫଳରେ ଧକ୍କା…