Browsing Tag

truck overturned

ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ନିକଟରେ ଓଲଟିଲା ଲୁହାପଥର ବୋଝେଇ ଟ୍ରକ। ଘଟଣା ସ୍ଥଳରେ ଡ୍ରାଇଭର ମୃତ। OD 23A6971 ନମ୍ବର ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ…

କଳିଙ୍ଗା ଘାଟିରେ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ୧୮ ଚକିଆ ଟ୍ରକ, ୩ ଗୁରୁତର

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସଡ଼କ ଦୁର୍ଘଟଣା । ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ଗୋଟିଏ ସ୍ଥାନରେ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଜି ଉଦୟଗିରି ଥାନା କଳିଙ୍ଗା ଘାଟି ଦେଇ ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ବ୍ରହ୍ମପୁର ଯାଉଥିଲା ବେଳେ…

ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ, ଜାତୀୟ ରାଜପଥରେ ଯାତାୟତ ଠପ୍‌

ମାଲକାନଗିରି (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତର ଉଭୟେ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା…

ରାସ୍ତା ତଳକୁ ଓଲଟିଲା ଟ୍ରକ: ୩ ଗୁରୁତର, ୨ ଆହତ

ଆନନ୍ଦପୁର (କେନ୍ୟୁଜ): ରାସ୍ତା ତଳକୁ ଓଲଟିଲା ଟ୍ରକ୍ ୩ଗୁରୁତର ୨ ଆହତ । ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ଛକ ନିକଟରେ ଏକ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ମଧ୍ଯ ଆହତ ହୋଇଛନ୍ତି । ଖବର…

ବାଇକକୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଓଲଟିଲା ଟ୍ରକ୍, ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଡ୍ରାଇଭର

ଉମରକୋଟ(କେନ୍ୟୁଜ୍):ବାଇକକୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଓଲଟିଲା ଟ୍ରକ । ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଟ୍ରକ ଡ୍ରାଇଭର । ନବରଙ୍ଗପୁର ଜିଲ୍ଲା ଉମରକୋଟ ଧୋଡ୍ରା ନିକଟରେ ବାଇକକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଥିଲା ଟ୍ରକ । ହେଲପର୍‌ ଟ୍ରକରୁ ବାହାରି ଯାଇଥିଲେ…

ଓଲଟିଲା ଯାତ୍ରୀବାହୀ ଟ୍ରକ୍, ୭୦ ରୁ ଅଧିକ ଲୋକ ଆହତ ; ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡି (କେନ୍ୟୁଜ): ଓଲଟିଲା ଯାତ୍ରୀବାହୀ ଟ୍ରକ୍ । ୭୦ ରୁ ଅଧିକ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆଜି ବିବାହ ଭୋଜି ଖାଇବା ପାଇଁ ବ୍ରାହ୍ମଣ ଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର କନ୍ଯା ଯାତ୍ରୀ ଲୋକମାନେ…

ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍

କଟକ: ଜାତୀୟ ରାଜପଥରେ ଅଘଟଣ । ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଟ୍ରକଟି ସିଲିଣ୍ଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସିଲିଣ୍ଡର ବୋଝେଇ ଟ୍ରକ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା।

ଭାରସାମ୍ଯ ହରାଇ ବାଣୀବିହାରରେ ଓଲଟିଲା ଟ୍ରକ୍

ଭୁବନେଶ୍ବର: ଭାରସାମ୍ଯ ହରାଇ ଓଲଟିଲା ଟ୍ରକ୍। ଏଭଳି ଏକ ଅଘଟଣ ଘଟିଛି ଭୁବନେଶ୍ବର ବାଣୀବିହାର ଅଞ୍ଚଳରେ। ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ସମୟରେ ଭାରସାମ୍ଯ ହରାଇ ଓଲଟି ପଡିଥିବା କୁହାଯାଉଛି। ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ, ଏନେଇ ଖବର ପାଇ ସହିଦନଗର ଥାନା…

ଶୋଇଥିବା ବେଳେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର

କେନ୍ଦୁଝର : ଶୋଇ ଥିବା ଅବସ୍ଥାରେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତରମାନେ ହେଉଛନ୍ତି , ମହେଶ୍ୱର ପାତ୍ର, ଜୟନ୍ତୀ ପାତ୍ର ଓ ଝିଅ ହରପ୍ରିୟା ପାତ୍ର  । ମିଳିଥିବା ସୂଚନା ମୁତାବକ ଗତକାଲି ରାତି…

ଆଠଗଡ: ରାସ୍ତା ଉପରେ ୩ ଫୁଟର ବନ୍ଯାଜଳ, ଭାରସାମ୍ଯ ହରାଇ ଓଲଟିଲା ବାଇଗଣ ବୋଝେଇ ଟ୍ରକ୍

ଆଠଗଡ: ଆଠଗଡରେ ଗତକାଲି ରାତିରୁ ମୁସଳ ଧାରାରେ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ କୃତ୍ରିମ ବନ୍ଯା ସୃଷ୍ଟି ହୋଇଛି । କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡି ଭାଙ୍ଗୁଛି । ଯେଉଁଥିପାଇଁ ଯାନବାହାନ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ…