Browsing Tag

truck rani

କିଏ ଏହି ମହିଳା ଯିଏ ଏମିତି ହଙ୍ଗାମା କରୁଛନ୍ତି ?

କିଏ ଏହି ମହିଳା ? କାହିଁକି ଏମିତି ପୋଲିସ ବାବୁଙ୍କ ସହ ଯୁକ୍ତି କରୁଛନ୍ତି ? ଏତେ ବୁଝାଇବା ପରେ ବି କିଛି ଶୁଣିବା କି ବୁଝିବା ବଦଳରେ ଯା ପାଟିକୁ ଆସୁଛି ପୋଲିସ ଅଧିକାରୀ ମାନଙ୍କୁ କହିଯାଉଛନ୍ତି l କାହାରିକୁ ମାନିବା ପାଇଁ ପ୍ରସ୍ତୁତ ନାହାଁନ୍ତି l ତାଙ୍କର କେବଳ ଗୋଟିଏ କଥା ମୋ କ୍ଷତି…