Browsing Tag

truck sound

ଏହି ଟ୍ରକର ହର୍ଣ୍ଣ ଶୁଣିଲେ ଆପଣଙ୍କ ରାଗ ଚିଡ଼ିବନି, ବରଂ ‘ଧରମ ପାଜୀ’ ମନେ ପଡ଼ିବେ; ଦେଖନ୍ତୁ ଭିଡିଓ

ରାସ୍ତା ଉପରେ ଯାଉଥିବା ଗାଡ଼ିର ହର୍ଣ୍ଣ ଶୁଣିଲେ ସମସ୍ତଙ୍କୁ ବିରକ୍ତ ଲାଗେ। ଏହି ହର୍ଣ୍ଣ ଶବ୍ଦ ଏବେ କର୍କଶ ହୋଇଥାଏ ଯେ ଶୁଣିବା ଲୋକର ରାଗ ଚିଡ଼େ। କିନ୍ତୁ ଏମିତି ବି ଏକ ଟ୍ରକ ଅଛି ଯାହାର ହର୍ଣ୍ଣ ଶୁଣିଲେ ବିରକ୍ତ ଲାଗିବା ପରିବର୍ତ୍ତେ ଆପଣଙ୍କୁ ଶୁଣିବାକୁ ମଜା ଲାଗିବ। ଏହି ହର୍ଣ୍ଣ ଶୁଣିଲେ…