ଆଇଫୋନରେ ଆପେ ଆପେ ବ୍ଲକ୍ ହେବ ସ୍ପାମ୍ କଲ୍! Truecaller ଆଣିଲା ନୂଆ Live Caller ID ଫିଚର୍
ଯେତେବେଳେ ବି ଆମ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସେ ଆମେ ସେହି ଲୋକର ପରିଚୟ ଜାଣିବା ପାଇଁ ବହୁତ ଆଗ୍ରହୀ ଥାଏ । ସେଥିପାଇଁ ଆଜିକାଲି ଅଧିକରୁ ଅଧିକ ଲୋକ ଟ୍ରୁକଲର୍ ଆପ୍ ବ୍ୟବହାର କରୁଛନ୍ତି । ଅଜଣା ନମ୍ବରରୁ କଲ୍ ଆସିବା ସମୟରେ କାହାର ପରିଚୟ ଜାଣିବା ପାଇଁ ଟ୍ରୁକଲର୍ ଆପକୁ ସବୁଠାରୁ ବେଷ୍ଟ…