ଇଣ୍ଡୋନେସିଆରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ
ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟକା । ଇଣ୍ଡୋନେସିଆର ସୁଲାବେସୀ କ୍ଷେତ୍ରଅଞ୍ଚଳରେ ୭.୨ ତୀବ୍ରତାର ଭୂମିକମ୍ପ ଆସିଛି । ମୁଲୁକ ଦ୍ୱୀପରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ୧୪୫ କିମି ବୋଲି କୁହାଯାଉଛି। ତେଣୁ ସୁନାମୀ ଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ…