ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲଙ୍କୁ କରୋନା, ସ୍ବାସ୍ଥ୍ୟବସ୍ଥା ଗୁରୁତର, ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ନିବେଦନ…
ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲ ଯାଦବ ମଧ୍ୟ କରୋନା ଭାଇରସର ଶିକାର ହୋଇଛନ୍ତି ଏବଂ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। କୁହାଯାଉଛି, ବିହାରର ବକ୍ସରରେ ରହୁଥିବା ତୁଫାନି ଲାଲ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି…