Browsing Tag

tuition sir runs away with student

ଟ୍ୟୁସନ୍‌ ସାରଙ୍କ ସହ ୨ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ କମିସନରେଟ୍‌ ପୋଲିସ୍, ଚାଲିଛି ପଚରାଉଚରା

ଭୁବନେଶ୍ବର(କେନ୍ଯୁଜ୍): ଟ୍ୟୁସନ୍‌ ସାରଙ୍କ ସହ ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବଡ଼ଗଡ଼ ଥାନାରେ ପହଞ୍ଚିଲା କମିସନରେଟ୍‌ ପୋଲିସ ଟିମ୍‌ । ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀ ଓ ଟ୍ୟୁସନ ସାରଙ୍କୁ ଠାବ କରିଥିଲା ଅଇଁଠାପାଲି ଥାନା ପୋଲିସ । ଟ୍ୟୁସନ ସାର୍‌ଙ୍କୁ ଅଟକ ରଖି ପଚରାଉଚରା…

ଟ୍ୟୁସନ ସାର୍‌ଙ୍କ ସହ ଫେରାର ୨ ଛାତ୍ରୀ ଉଦ୍ଧାର, ସମ୍ବଲପୁରରେ ଗୋଟିଏ ଭଡା ଘରୁ ଠାବ କଲା ଅଇଁଠାପାଲି ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଉଦ୍ଧାର ହେଲେ ଟ୍ୟୁସନ ସାର୍‌ଙ୍କ ସହ ଫେରାର ହୋଇଥିବା ୨ ଛାତ୍ରୀ। ସମ୍ବଲପୁର ଅଇଁଠାପାଲିରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୋଟିଏ ଭଡା ଘରୁ ୩ ଜଣଙ୍କୁ ଠାବ କଲା ଅଇଁଠାପାଲି ପୋଲିସ। ସେମାନଙ୍କୁ ଆଣିବା ପାଇଁ ଭୁବନେଶ୍ୱରରୁ ଏକ ଟିମ୍‌ ସମ୍ବଲପୁର ଯାଇଥିଲା। ଆଜି…