Browsing Tag

tukuni sahoo

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟର ସ୍ଥିତି ବୁଲି ଦେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ପୁରୀ(କେନ୍ୟୁଜ୍): ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସଂଯୋଗ କରୁଥିବା ଓ ବିମାନବନ୍ଦର କାର୍ଯ୍ୟ ସ୍ଥିତି ବୁଲି ଦେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।ସେ ଉପଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀଙ୍କୁ ସହ ଘଟଣାସ୍ଥଳକୁ ଯାଇ…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ଶିଶୁଙ୍କ ଗହଣରେ ବିତାଇଲେ ଖୁସିର…

ଟିଟିଲାଗଡ଼ ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇ ଦେଇଥିଲେ । ଆଜି ପୂର୍ବାହଣରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ଭିନ୍ନକ୍ଷମ ସ୍କୁଲ ପରିଦର୍ଶନରେ ଆସିଥିଲେ…