Browsing Tag

Tulsi

ଜନ୍ମାଷ୍ଟମୀ ଦିନ ତୁଳସୀ ସହ ଜଡ଼ିତ ଖାସ୍‌ ପ୍ରତିକାର, ସୁଖ ସମୃଦ୍ଧିରେ ପୂରିଯିବ ଘର

ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ପବିତ୍ର ପର୍ବ ଭାଦ୍ରବ ମାସ, କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଇଥାଏ l ଭାଦ୍ରବ ମାସ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ଅର୍ଧ ରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା l ଏହିଦିନ ଭଗବାନ…

ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ ତୁଳସୀ ପତ୍ର ଏବଂ ଅମୃତଭଣ୍ଡା, ନିୟନ୍ତ୍ରଣରେ ରହିବ ୟୁରିକ ଏସିଡ

ଆଜିକାଲି ସାଧାରଣତଃ ସମସ୍ତଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଛି । ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ୟୁରିକ୍ ଏସିଡ୍ ଲେବଲ ବଢିବାକୁ ଲାଗିଥାଏ । ଏହି କାରଣରୁ ଶରୀରର ଯନ୍ତ୍ରଣା, ଆର୍ଥ୍ରାଇଟିସ୍, କିଡନୀ ରୋଗ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହା ବ୍ୟତୀତ ଆମେ…

ମୈସୁମୀ ସମୟରେ ପ୍ରତିଦିନ ସେବନ କରନ୍ତୁ ତୁଳସୀ ପତ୍ର, ଥଣ୍ଡା ଓ କାଶ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

ମୈସୁମୀ ଆସିବା ମାତ୍ରେ ବର୍ଷାଋତୁ ଆରମ୍ଭ ହୋଇଯାଏ । ଏହି ସମୟରେ ସମସ୍ତ ଲୋକ ଥଣ୍ଡା, କାଶ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ବଢିଯାଏ । ଏହି ସମୟରେ ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ହୋଇନଥାଏ । ତେଣୁ ପ୍ରାକୃତିକ ଉପାୟରେ ଥଣ୍ଡା, କାଶ ରୋକିବା ପାଇଁ ମୁଖ୍ୟ ଉପାଦନ…

ହୋଲିରେ ଲଗାନ୍ତୁ ତୁଳସୀ ଗଛ, ଘରେ ଭରି ଯିବ ସୁଖ ସମୃଦ୍ଧି

ହୋଲିର ପର୍ବ ସାରା ଦେଶରେ ପାଳନ କରାଯାଏ । ହୋଲି ପର୍ବ କେବଳ ଲୋକଙ୍କ ଘରେ ନୁହେଁ ମନ୍ଦିରରେ ମଧ୍ୟ ଏକ ବିଶେଷ ଢଙ୍ଗରେ ପାଳନ କରାଯାଏ । ହୋଲି ଦିନରେ ଏଭଳି କିଛି ବିଶେଷ କାମ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା କଣ କଲେ ଆପଣଙ୍କ ଘରେ…

ଜାଣନ୍ତୁ ଘରେ ଲଗାଇବେ କେଉଁ ତୁଳସୀ ଗଛ, ଏପରି କଲେ ଘରେ ଆସିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀ ଭାବରେ ପୂଜା କରାଯାଏ । ତେଣୁ ତୁଳସୀ ଗଛକୁ ପ୍ରତ୍ୟେକ ଭାରତୀୟଙ୍କ ଘରେ ପୂଜା କରାଯାଉଥିବାର ଦେଖିବାକୁ ମିଳେ । କିନ୍ତୁ ପ୍ରାୟତଃ ଆପଣମାନେ ଦେଖିଥିବେ ଯେ ଅନେକ ଘରେ ଦୁଇ ପ୍ରକାରର ତୁଳସୀ ଗଛ ଲଗାଯାଇଥାଏ । ଗୋଟିଏ ସବୁଜ ରଙ୍ଗର ହୋଇଥାଏ ଯାହାକୁ ରାମ ତୁଳସୀ…

ତୁଳସୀ ଗଛ ସହ ଏସବୁ ଗଛକୁ ଭୁଲ ଦିଗରେ ଲଗାନ୍ତୁ ନାହିଁ, ନଚେତ ହୋଇଯିବେ ଲକ୍ଷ୍ମୀଛଡ଼ା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ସଠିକ ଦିଗରେ ଥିବା ଗଛ ଘର ଭିତରକୁ ସକରାତ୍ମକ ଶକ୍ତି ପ୍ରବେଶ କରାଇଥାନ୍ତି। ଯାହା ଘରେ ସଫଳତା, ପ୍ରଗତି ଏବଂ ସମୃଦ୍ଧି ଆଣିଥାଏ । ଅନ୍ୟପକ୍ଷରେ ଯଦି ସେମାନଙ୍କୁ ଭୁଲ ଦିଗରେ ରଖାଯାଏ ତେବେ ସେମାନେ ଦାରିଦ୍ର୍ୟ ସୃଷ୍ଟି କରନ୍ତି । ଏମିତିରେ ସମସ୍ତଙ୍କ ଘର…

ସପ୍ତାହର ଏହିଦିନ ଭୁଲରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ, ନଚେତ୍‌ ଭୋଗିବେ ବଡ଼ ଦୁର୍ଦ୍ଦଶା

ତୁଳସୀ ଗଛ। ପ୍ରତ୍ୟେକ ଙ୍କ ଘରେ ଏହି ଗଛକୁ ଆପଣ ପାଇବେ। ସମସ୍ତେ ଏହି ଗଛକୁ ପୂଜା କରନ୍ତି। ଏ ହେଉଛନ୍ତି ମାଆ ବୃନ୍ଦାବତି। କିନ୍ତୁ ଅନେକ ନିୟମ ରହିଛି ଏହି ଗଛକୁ ପୂଜା କରିବା ପାଇଁ.. ଆପଣ ମନଇଚ୍ଛା ଏହାକୁ ପୂଜା କଲେ ଆଉ ଗଛ ସ୍ପର୍ଶ କରି ପତ୍ର ଛିଣ୍ଡାଇଲେ ଭାଗ୍ୟରେ ଦୁର୍ଦ୍ଦଶା ଆସିଯିବ। ଆଜି…

ତୁଳସୀ ଗଛକୁ ପ୍ରତିଦିନ ପୂଜା କଲେ ମିଳିଥାଏ ଅନେକ ପୂଣ୍ୟ, କୋଟି ପାପ କ୍ଷୟ ହୋଇ ବ୍ୟକ୍ତିକୁ ମିଳିଥାଏ ଅଜସ୍ର ସୁଖ

ସବୁ ହିନ୍ଦୁ ଘରେ ବୃନ୍ଦାବତୀ ମାନେ ତୁଳସୀ ଗଛକୁ ପୂଜା କରାଯାଏ। କେହି ନିଜ ଘର ଅଗଣାରେ ତୁଳସୀ ଚଉଁରା ରଖି ଥାଆନ୍ତି ତ ଆଉ କେହି ଘରର ଛାତ ଉପରେ। ତେବେ କ’ଣ ଆପଣ ଜାଣନ୍ତି କି, ତୁଳସୀ ଭବିଷ୍ୟତରେ ହେବାକୁ ଥିବା ଘଟଣାଗୁଡ଼ିକର ବି ସଙ୍କେତ ଦେଇଥାଏ? ଯଦି ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖି…

ନୂଆ ବର୍ଷରେ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ତୁଳସୀ ଜଟା, ସାରା ବର୍ଷ ଖାଲି ହେବନି ପକେଟ

ଆଉ ଅଳ୍ପ ଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷରେ ଏମିତି କିଛି କରନ୍ତୁ, ଯାହାଦ୍ୱାରା ସାରା ବର୍ଷ ଆପଣଙ୍କ ପକେଟ ଟଙ୍କାରେ ଭରି ରହିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ନୂଆ ବର୍ଷ ଦିନ କରିବା ଦ୍ୱାରା ଅଶେଷ ଲାଭ ପାଇବେ । ଆସନ୍ତୁ ଜାଣିବା…

ଉକୁଣୀ ଯୋଗୁ ମୁଣ୍ଡ କୁଣ୍ଡାଇ ହେଉଥିଲେ ବ୍ୟବହାର କରନ୍ତୁ ତୁଳସୀ ପତ୍ର, ଜାଣନ୍ତୁ ଲଗାଇବାର ସଠିକ୍‌ ଉପାୟ

ସମସ୍ତେ ଚାହାନ୍ତି ତାଙ୍କ ଚୁଟି ଲମ୍ବା ଓ କଳା ହେଉ। ଘନ କଳା କେଶ ପାଇଁ ଆଜିକାଲି ଝିଅମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କିନ୍ତୁ ଏସବୁ ପ୍ରଡକ୍ଟ ବ୍ୟବହାର ପରେ ବି ଚୁଟିରେ କିଛି ପରିବର୍ତ୍ତନ ହେଉନି। ଏଥିସହ ଉକୁଣୀ ସମସ୍ୟା ବି ଦୂର ହେଉନି। ଏଭଳି ସ୍ଥିତିରେ…

ଏହି ଦିନ ଦିଆଯାଇ ନ ଥାଏ ତୁଳସୀ ଗଛରେ ଜଳ; ରାଗି ଯାଆନ୍ତି ମା’ ଲକ୍ଷ୍ମୀ…ଜାଣନ୍ତୁ କେଉଁଦିନ କରିବେ କ୍ଷୀର ଅର୍ପଣ

ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଘରେ ତୁଳସୀ ଗଛ ରଖି ପୂଜା କରି ଥାଆନ୍ତି। ମାନ୍ୟତା ରହିଛି ଯେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ହୋଇଥାଏ। ତୁଳସୀ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ଏହି ଧାର୍ମିକ ମାନ୍ୟତାକୁ ଦୃଷ୍ଟିରେ ରଖି ଅନେକ ଲୋକ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳେ ଘିଅ ଦୀପ ମଧ୍ୟ…

ଘରର ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ, ହେବେ ଧନବାନ, ଦୂର ହେବ ଦରିଦ୍ରତା

ବାସ୍ତୁ ଶାସ୍ତ୍ରରେ ଆଜି ଆମେ କହିବୁ ତୁଳସୀ ଗଛର ଦିଗ ବିଷୟରେ । ଅର୍ଥାତ କେଉଁ ଦିଗରେ ତୁଳସୀ ଗଛ ଲଗାଇଲେ ଏହା ଘର ପାଇଁ ଲାଭଦାୟକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଉତ୍ତର, ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ଲଗାଇବା ଉଚିତ୍‌ । ଏହି ଦିଗରେ ତୁଳସୀ ଗଛ ଲଗାଇଲେ ଘରେ ସକରାତ୍ମକ…