ଘରେ କାହିଁକି ପୂଜା ପାଆନ୍ତି ବୃନ୍ଦାବତୀ, ଜାଣନ୍ତୁ ବୈଜ୍ଞାନିକ କାରଣ
ଭଞ୍ଜନଗର (କେନ୍ୟୁଜ): ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ। ଏଣୁ ପ୍ରତ୍ୟେକଙ୍କ ଘର ଆଗରେ ତୁଳସୀ ଗଛ ନିଶ୍ଚିତ ଭାବରେ ରହିଥାଏ । ତୁଳସୀ ମୂଳରେ ୩୩ କୋଟି ଦେବା ଦେବୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି । ଏଥିପାଇଁ ତୁଳସୀ ପ୍ରାୟ ସମସ୍ତ ପ୍ରକାର…