Browsing Tag

Tunnel

ଗାଁ ମାଟିରେ ପହଞ୍ଚିଲେ ଭଗବାନ ଭତ୍ରା ଏବଂ ତପନ ମଣ୍ଡଳ, ବନ୍ଦାପନା କରି ନେଲେ ପାଛୋଟି

ଭଗବାନ୍‌ଙ୍କ ଆର୍ଶୀବାଦ ସୌଭାଗ୍ୟକୁ ଟନେଲରୁ ବାହାରି ପାରିଛନ୍ତି ଶ୍ରମିକ ମାନେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇଛନ୍ତି ଏହି ଶ୍ରମିକ। ସବୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଘରକୁ ଫେରିଛନ୍ତି । ନିଜ ଜନ୍ମମାଟିରେ ପହଞ୍ଚିଥିବା ବେଳ ସେମାନେ ନିଜେ ଯେତିକି ଖୁସି ହୋଇଛନ୍ତି ତାଠୁ…

ବଡ଼ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା, ସିଧାସଳଖ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ

ପୁରୀ (କେନ୍ୟୁଜ) : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ…

ଉତ୍ତରାଖଣ୍ଡର ନିର୍ମାଣାଧିନ ଟନେଲରେ ଭୂସ୍ଖଳନ, ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଦୀପାବଳିରେ ଅଘଟଣ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ଭୂସ୍ଖଳନ ହୋଇ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ଏକ ଟନେଲ ମଧ୍ୟ ନିର୍ମାଣ କରାଯାଉଛି । ସୂଚନା ପାଇବା…

ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ

ଭୁବନେଶ୍ୱର (କେ ନିଉଜ) : ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ । ପ୍ରଥମ ଥର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଦକ୍ଷିଣ ଓଡ଼ିଶାରେ ନିର୍ମାଣ କରୁଛି ଏହି ଦୁଇଟି ରୋଡ଼ ଟନେଲ । ଯାହାର ଲମ୍ବା ୪୬୫ କି.ମି । ରାୟପୁର-ବିଶାଖାପାଟଣା ଇକୋନୋମିକ କରିଡରର ଏକ ଅଂଶ ବିଶେଷ ହେଉଛି ଏହି…

ପ୍ରଧାନମନ୍ତ୍ରୀଙ୍କ ବଙ୍ଗଳା ତଳେ ରହିଛି ୨ କିଲୋମିଟର ଲମ୍ବା ସୁଡ଼ଙ୍ଗ ! ଜାଣନ୍ତୁ କେବେ କରନ୍ତି ମୋଦି ଏହାର ପ୍ରୟୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଙ୍ଗଳାରେ ଦୁଇ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ରହିଛି। ଆଜି ଆମେ ଆପଣଙ୍କୁ ମୋଦିଙ୍କ ବଙ୍ଗଳା ତଳେ ଥିବା ସେହି ସୁଡଙ୍ଗର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକି ସିଧା ସଫଦରଗଞ୍ଜ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୀଳଗିରି ପାହାଡରେ କାହିଁକି ଖୋଳାଯାଉଛି ସୁଡ଼ଙ୍ଗ, ଜାଣିଛନ୍ତି କି ଏହାର ରହସ୍ୟ ?

ଆମ ଦେଶରେ ଏପରି ଅନେକ ନିର୍ମାଣ କାର୍ଯ୍ୟ ରହିଛି ଯାହା ବିଷୟରେ ସାଧାରଣ ଲୋକେ ଜାଣନ୍ତି ନାହିଁ ଏବଂ ସେଗୁଡିକୁ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରମ୍ଭ କରାଯାଇଥାଏ । ଏପରି ଏକ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ତାମିଲନାଡୁର ନୀଳଗିରି ପାହାଡ଼ ଖୋଳି ସୁଡ଼ଙ୍ଗ ତିଆରି କରିବା ପାଇଁ କରାଯାଉଛି।…