Browsing Tag

turkey

ତୁର୍କୀରେ ପ୍ରତିରକ୍ଷା କମ୍ପାନୀ ପରିସରରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୫ ମୃତ, ୨୨ ଆହତ

ତୁର୍କୀର ରାଜଧାନୀ ଅଙ୍କାରାରେ ବଡ଼ ଆତଙ୍କବାଦୀ ଆକ୍ରମଣ । ଦେଶର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ‘ତୁସାସ୍’ର କ୍ୟାମ୍ପସରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ହୋଇଥିବା ଆତଙ୍କୀ ହମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୨ ଜଣ ଲୋକ ଆହତ ହୋଇଛନ୍ତି । ତୁର୍କୀ…

ଖୁଣ୍ଟ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍‌; ୯ ଜଣଙ୍କ ମୃତ୍ୟୁ, ୨୬ ଆହତ

ତୁର୍କୀରେ ଭୟଙ୍କର ବସ୍‌ ଦୁର୍ଘଟଣା । ଏଠାରେ ଏକ ଯାତ୍ରୀବାହୀ ବସ୍‌ ମୁଖ୍ୟ ରାଜପଥରୁ ଖସି ଏକ ଖୁଣ୍ଟ ସହ ପିଟି ହୋଇଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଦୁଇଟି ସହର ମଧ୍ୟରେ ଯାତ୍ରା କରୁଥିବା ବେଳେ ବସ୍‌ ଦୁର୍ଘଟଣାର ଶିକାର ହୋଇଛି ।…

ତୁର୍କୀ ଇସ୍ତାନବୁଲର ନାଇଟ୍‌ କ୍ଲବରେ ଅଗ୍ନିକାଣ୍ଡ, ୨୯ ମୃତ

ତୁର୍କୀ ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ଯୋଗୁଁ ଅତିକମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନାଇଟ୍ କ୍ଲବର ନବୀକରଣ କାର୍ଯ୍ୟ…

ତୁର୍କୀର ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ; ସରକାର କହିଲେ ଆତଙ୍କୀ ଆକ୍ରମଣ, ୨ ପୋଲିସ କର୍ମୀ ଆହତ

ତୁର୍କୀର ରାଜଧାନୀ ଅଙ୍କାରାରେ ରବିବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଠାରେ ସଂସଦ ନିକଟରେ ହୋଇଥିବା ବିସ୍ଫୋରଣରେ ଜଣେ ଆତଙ୍କୀ ନିଜକୁ ଉଡ଼ାଇ ଦେଇଛି। ଅନ୍ୟ ଜଣେ ଆତଙ୍କୀର ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମୃତ୍ୟୁ ଘଟିଛି। ତୁର୍କୀ ଗୃହ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ…

ସାଥୀଙ୍କୁ ପ୍ରପୋଜ କରନ୍ତୁ ମନା ନାହିଁ, କିନ୍ତୁ ଏଭଳି ବିପଦପୂର୍ଣ୍ଣ ସ୍ଥାନ ରୁ ଦୁରେଇ ରୁହନ୍ତୁ

ପ୍ରପୋଜ କରିବାକୁ ନେଇଗଲେ ପାହାଡ଼ ଉପରକୁ…ସନ୍‌ ସେଟ୍‌ ର ସୁନ୍ଦର ଭିୟୁ ଆଗରେ ଗାଲଫ୍ରେଣ୍ଡକୁ ନିଜର ମନର କଥା କହିବା ପାଇଁ କରିଥିଲେ ଯୋଜନା। କିନ୍ତୁ ଠିକ ସମୟରେ ଝିଅର ପାଦ ଖସିଗଲା। ଆଉ ସେ ପାହାଡ଼ ଉପରୁ ତଳକୁ ଖସି ପଡ଼ିଲା। କିଏ ଜାଣିଥିଲା ଏମିତି କିଛି ଅଘଟଣ ଘଟିବ। ଖୁସି ର ସମୟ ବଦଳିଯବ…

ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ, ସିରିଆରେ ପଶି ମାରିଲା ତୁର୍କୀ ସେନା

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌…

ପୁଣି ଥରିଲା ତୁର୍କୀ ଏବଂ ସିରିଆ: ୬.୪ ତୀବ୍ରତାର ଭୂମିକମ୍ପରେ ୩ ମୃତ, ୨୦୦ରୁ ଅଧିକ ଆହତ

ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପ ତାଣ୍ଡବର ମୃତ୍ୟୁସଂଖ୍ୟା କମିନଥିବା ବେଳେ ପୁଣି ଏକ ଭୂମିକମ୍ପରେ ଥରିଲା ତୁର୍କୀ ଏବଂ ସିରିଆ । ଭୂମିକମ୍ପର ତୀବ୍ରତା ୬.୪ ଥିଲା । ଏଥିରେ ୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୋମବାର ରାତିରେ ପୁଣି…

ତୁର୍କୀରେ ଉଦ୍ଧାର ଅଭିଯାନ ପରେ ଭାରତ ଫେରିଲା NDRF ଟିମ୍‌; ରାମ୍ବୋ ଓ ହନିକୁ ମିଳିଲା ଏତେ ଭଲ ପାଇବା

ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀ ଏବଂ ସିରିୟାକୁ ସହାୟତାର ହାତ ବଢ଼ାଇଛି। ଭାରତରୁ ତୁର୍କୀ ଯାଇଥିବା ୪୫ ସଦସ୍ୟ ବିଶିଷ୍ଟ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବହୁ ଲୋକଙ୍କର ଜୀବନ ରକ୍ଷା…

ତୁର୍କୀରେ ୧୨ ହଜାର କୋଠା ଧ୍ୱଂସ! ଖରାପ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ; ୧୩୦ ବିଲଡର ଗିରଫ

ତୁର୍କୀ ଏବଂ ସିରିଆରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ଧ୍ୱଂସର ତାଣ୍ଡବ ରଚିଛି। ଗତ ୬ ଫେବୃଆରୀ ଅନୁଭୂତ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ଏ ପର୍ଯ୍ୟନ୍ତ ୩୪,୦୦୦ ଲୋକଙ୍କର ଜୀବନ ନେଇସାରିଲାଣି। ଭୂମିକମ୍ପରେ ୧୨ ହଜାରରୁ ଅଧିକ କୋଠା ଧ୍ୱଂସ ପାଇଯାଇଛି। ଏଭଳି ସ୍ଥିତିରେ ବର୍ତ୍ତମାନ ତୁର୍କୀ…

ବଢିଚାଲିଛି ତୁର୍କୀ-ସିରିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା, ୨୯ ହଜାରରୁ ଅଧିକ ମଲେଣି

ତୁର୍କୀ ଓ ସିରିଆରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିସ୍ଥିତି ହାହାକାର ହୋଇପଡିଛି । ନୂଆ ଆକଳନ ଅନୁଯାୟୀ, ମୃତକଙ୍କ ସଖ୍ୟା ୨୯ରୁ ଅଧିକ ଟପିଲାଣି । ଏହା ମଧ୍ୟରେ ୮୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭୂମିକମ୍ପରେ ଅଧିକ କ୍ଷତି…

୫ମ ଥର ପାଇଁ ତୁର୍କୀରେ ଆସିଲା ଭୂମିକମ୍ପ: ପୁଣି ୫.୭ ତୀବ୍ରତାର ଝଟକା, ବଢିଚାଲିଛି ମୃତକଙ୍କ ସଂଖ୍ୟା

ତୁର୍କୀରେ ଲଗାତାର ୫ ଥର ପାଇଁ ଭୂମିକମ୍ପ ଆସିଛି । ମଙ୍ଗଳବାର ଦିନ ୫.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ଦିନ ୩ଟି ଭୂମିକମ୍ପ ଆସିବା ପରେ ପୁଣି ମଙ୍ଗଳବାର ଦିନ ୨ଟି ଭୂମିକମ୍ପ ଆସିଛି ।  ଖବର ମୁତାବକ, ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୪,୮୦୦ରେ…

ତୁର୍କୀ ଭୂମିକମ୍ପର ୩ ଦିନ ପୂର୍ବରୁ ବିଶେଷଜ୍ଞ ଫ୍ରାଙ୍କ ହୁଗରବିଟସ୍‌ ଦେଇଥିଲେ ସତର୍କତା, ଭାଇରଲ ହେଉଛି ଟ୍ଵିଟ୍‌

ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଭୂମିକମ୍ପରେ ଥରିଲାଣି ତୁର୍କୀ ଏବଂ ସିରିୟା । ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଦୁଇ ଦେଶର ବ୍ୟାପକ କ୍ଷତି ଘଟିଲାଣି । ଏହି ଭୂମିକମ୍ପ ଫଳରେ ଇନ୍ଧନ ପାଇପଲାଇନ ଏବଂ ତେଲ ରିଫାଇନାରୀରେ ମଧ୍ୟ ନିଆଁ ଲାଗିଛି । ଭାଙ୍ଗି ପଡିଥିବା ବିଲିଡିଂ ତଳେ…