ଭୂମିକମ୍ପରେ ଥରିଲା ତୁର୍କୀ, ତୀବ୍ରତା ୬.୧
ଭୂମିକମ୍ପରେ ଥରିଲା ତୁର୍କୀ । ବୁଧବାର ପୂର୍ବ ତୁର୍କୀରେ ଅନୁଭୂତ ହୋଇଛି ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି)ର ସୂଚନା ଅନୁସାରେ, ଭୂପୃଷ୍ଠଠାରୁ ୯ କିଲୋମିଟର ଗଭୀରରେ ଭୂମିକମ୍ପ…