ଫେଷ୍ଟିଭ୍ ସିଜନରେ ସଫା ଓ ଦାଗହୀନ ତ୍ୱଚା ପାଇବା ପାଇଁ ଘରେ ତିଆରି କରନ୍ତୁ ହଳଦୀ ଟୋନର, ଜାଣନ୍ତୁ କ’ଣ ମିଳିଥାଏ ଲାଭ
ସଫା ତଥା ଦାଗହୀନ ତ୍ୱଚା ସମସ୍ତଙ୍କର ପସନ୍ଦ ହୋଇଥାଏ। ଖାସ୍କରି ଫେଷ୍ଟିଭ୍ ସିଜନରେ ସମସ୍ତେ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି। ଆଉ ଏମିତି ସ୍କିନ୍ ପାଇଁ ଟୋନର ବହୁତ ଭଲ ହୋଇଥାଏ। ହଳଦୀର ଟୋନର ସ୍କିନ୍କୁ ଗଭୀରରୁ ସଫା କରିଥାଏ। ଏହା ସ୍କିନ୍ର ଚିହ୍ନ, ଦାଗ, ବ୍ରଣ ଏବଂ ଚର୍ମ…