Browsing Tag

turtle rescued

ଗଜପତି: ଚୋରା ଚାଲାଣ କରୁଥିବାବେଳେ ମତ୍ସ୍ୟ ବିଭାଗର ଜଣେ କର୍ମଚାରୀଠାରୁ ୧୯ଟି କଇଁଛ ଉଦ୍ଧାର

ଗଜପତି(କେନ୍ୟୁଜ୍): ୧୯ କଇଁଛ ଉଦ୍ଧାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗର ଜଣେ କର୍ମଚାରୀ କଇଁଛ ଚୋରା ଚାଲାଣ କରୁଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ଚାଲାଣ ହେଉଥିବା କଇଁଛକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର…

ଯାଜପୁର ମଙ୍ଗଳପୁର-ନାରୀଗାଁ ମୁଖ୍ୟ ରାସ୍ତାର ପାଲଟପୁର ନିକଟରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ ଅଞ୍ଚଳରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି।  ବ୍ଲକର ମଙ୍ଗଳପୁର- ନାରୀଗାଁ ମୁଖ୍ୟ ରାସ୍ତାର ପାଲଟପୁର ନିକଟରୁ ସମାଜସେବୀ ସରୋଜ ବିଶ୍ୱାଳ ଗୁରୁବାର ମଧ୍ୟରାତ୍ରୀରେ ଏହି କଇଁଛଟିକୁ ଉଦ୍ଧାର କରିଛନ୍ତି। ଶ୍ରୀ ବିଶ୍ୱାଳ ବାଇକରେ…

ମହାକାଳପଡ଼ା: ଜାଲରେ ପଡ଼ିଲା ବିରଳ ସୁନେଲୀ ରଙ୍ଗର କଇଁଛ

ମହାକାଳପଡ଼ା (କେନ୍ୟୁଜ୍): ଜାଲରେ ପଡ଼ିଲା ସୁନେଲୀ ରଙ୍ଗର କଇଁଛ । କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ଗହୀରମଥା ସଂଲଗ୍ନ ନଦୀରେ ମାଛ ଧରିଲା ବେଳେ ଜାଲରେ ପଡିଲା ସୁନେଲୀ ରଙ୍ଗର କଇଁଛ । ସୂଚନା ଥାଉକି, ରତନପୁର ଗ୍ରାମର ଚନ୍ଦ୍ରକାନ୍ତ ସେଠୀ ନଦୀରେ ମାଛ ଧରୁଥିବାବେଳେ ଜାଲରେ ପଡ଼ିଥିଲା ଏକ…

ଉମରକୋଟ ବନ ବିଭାଗ ଦ୍ବାରା ୫୨ ଜୀବନ୍ତ କଇଁଛ ଜବତ, ୨ ଅଟକ

ଉମରକୋଟ(କେନ୍ୟୁଜ୍‌): ବନ ବିଭାଗ ଦ୍ଵାରା ୫୨ ଜୀବନ୍ତ କଇଁଛ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ ଦ୍ୱାରା ୫୨ ଜୀବନ୍ତ କଇଁଛ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି । ଘଟଣା ଅନୁଯାୟୀ ରାଇଘର ବ୍ଲକ ଅଧିନ କୁମୁଲି ଗ୍ରାମର ୨ଜଣ ବ୍ୟକ୍ତି ରୁହିଦାସ ବନିକ, ପରମାନନ୍ଦ ବାଓଲି…

ଭଦ୍ରକ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ

ଭଦ୍ରକ: ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପ଼ଞ୍ଚାୟତ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ କଇଁଛକୁ ଉଦ୍ଧାର କରାଯାଇଛି। ଯୁବକ ଜଣକ ନଦୀ ପଠାକୁ ଯାଇଥିବାବେଳେ କଇଁଛଟିକୁ ଦେଖି ଉଦ୍ଧାର କରିଥିଲେ। କଇଁଛର ଓଜନ ପ୍ରାୟ ୨ କିଲୋରୁ ଅଧିକ ହେବ। ବାତ୍ୟା…

ଘର ଭିତରୁ ୨ଫୁଟ୍ ଲମ୍ବର ବିରାଟ କଇଁଛ ଉଦ୍ଧାର

ଭଦ୍ରକ: ଘର ଭିତରୁ ବିରାଟ କଇଁଛ ଉଦ୍ଧାର। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗାଁର ହରି ଚରଣ ବାରିକଙ୍କ ଘରୁ ଏହି କଇଁଛ ଉଦ୍ଧାର ହୋଇଛି। ଏହାର ଲମ୍ବ ଦୁଇ ଫୁଟ ହୋଇଥିବା ବେଳେ, ଓଜନ ୨୫ରୁ-୩୫ କିଲୋଗ୍ରାମ ହେବ। ଏହା ସାମୁଦ୍ରିକ କଇଁଛ ହୋଇଥିବା ବନବିଭାଗ ସୂଚନା…