Browsing Tag

turtle

ଗଞ୍ଜାମ ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ଓଜନ ପାଖାପାଖି ୧୪୦ କିଲୋଗ୍ରାମ ହେବ

ବ୍ରହ୍ମପୁର(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି। ରାତିରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିଲା। ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇ ଘଣ୍ଟା ଧରି ବେଳାଭୂମି ଉପରେ ଦେଖିବାକୁ ମିଳିଥିଲା ।…

ବିଶ୍ୱର ସବୁଠାରୁ ବୟସ୍କ କଇଁଛ ‘ଜୋନାଥନ୍‌’ ପାଳିଲା ନିଜର ୧୯୦ତମ ଜନ୍ମଦିନ, ତା’ ସାମ୍ନାରେ ବଦଳିଛନ୍ତି…

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ ନିକଟରେ ‘ଜୋନାଥନ’କୁ ସବୁଠାରୁ ବୟସ୍କ କଇଁଛର ଆଖ୍ୟା ଦେଇଛି। ଜୋନାଥନ୍ ଡିସେମ୍ବରରେ ନିଜର ୧୯୦ତମ ଜନ୍ମଦିନ ପାଳନ କରିଛି। ସାରା ବିଶ୍ୱର ଲୋକେ ଏହା ବିଷୟରେ ଜାଣିବାକୁ ଇଚ୍ଛୁକ। ଜୋନାଥନ୍ ଏକ ସୁନ୍ଦର ଜୀବନ ଜିଉଁଛି ଏବଂ ଏହାର ଯତ୍ନ ମଧ୍ୟ ଭଲ ଭାବରେ…

ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ମାଛ ମାରିବା ଉପରେ କଟକଣାକୁ କଡାକଡି କରାଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ଏହି କଟକଣା…

ପାରାଦୀପ: ଜାଲରେ ପଡ଼ିଲା ବିରଳ କଇଁଛ, ଯାହାର ଲାଞ୍ଜ ଅଛି

ପାରାଦୀପ (କେନ୍ୟୁଜ୍‌) : ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ । ସାଧାରଣ କଇଁଛଟି ଲୋକଙ୍କୁ ଦେଖି ଲାଜରେ ମୁହଁ ଲୁଚାଇ ଦେଉଥିବା ବେଳେ ଏହି ବିରଳ କଇଁଛଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର । ଲୋକ ଗହଳିରେ ବି ତାଠାରେ କୌଣସି ଭୟର ଲକ୍ଷଣ ଦେଖା ଗଲାନାହିଁ । ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ…

ଭଦ୍ରକ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ

ଭଦ୍ରକ: ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପ଼ଞ୍ଚାୟତ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ କଇଁଛକୁ ଉଦ୍ଧାର କରାଯାଇଛି। ଯୁବକ ଜଣକ ନଦୀ ପଠାକୁ ଯାଇଥିବାବେଳେ କଇଁଛଟିକୁ ଦେଖି ଉଦ୍ଧାର କରିଥିଲେ। କଇଁଛର ଓଜନ ପ୍ରାୟ ୨ କିଲୋରୁ ଅଧିକ ହେବ। ବାତ୍ୟା…

ଜାପାନରେ ପ୍ରସିଦ୍ଧ ଏହି ସେଲିବ୍ରିଟି କଇଁଛ, ତା’ର ଚାଲିରେ ଆକର୍ଷିତ ହୋଇଯାଆନ୍ତି ହଜାର ହଜାର ଯୁବତୀ

ଯଦି ଆପଣ ଭାରତରେ କୌଣସି ରାସ୍ତାରେ ଭିଡ଼ ଦେଖୁଛନ୍ତି, ତ ଅଧିକରୁ ଅଧିକ ସମ୍ଭାବନା ଥାଏ କି ସେଠି କେହି ସେଲିବ୍ରିଟି ଉପସ୍ଥିତ ଥିବେ। କିନ୍ତୁ ଜାପାନର ଟୋକିଓରେ ଲୋକେ ୨୫ ବର୍ଷର ଏକ କଇଁଛର ଫ୍ୟାନ। ସୋସିଆଲ ମିଡିଆରେ ବନ ନାମକ ଏହି କଇଁଛର ବହୁତ ଚର୍ଚ୍ଚା ହେଉଛି। 'ବନ ଚାନ' ୬୮ ବର୍ଷୀୟ…

କଟକ: ବନିଶୀ କଣ୍ଟାରେ ଲାଗିଲା ବିରଳ କଇଁଛ, ଚିକିତ୍ସା ପାଇଁ  ପଠାଗଲା ଓୟୁଏଟି

କଟକ(କେନ୍ୟୁଜ୍): ବନିଶୀ କଣ୍ଟାରେ  ଲାଗିଲା ବିରଳ କଇଁଛ। କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡାରୁ ଉଦ୍ଧାର ହେଲା ଏହି ବିରଳ କଇଁଛ । କିଛି ଲୋକେ ବନିଶୀ ପକାଇ ମାଛ ଧରୁଥିବା ସମୟରେ  ବନିଶୀ କଣ୍ଟାରେ ଲାଗିଥିଲା ଏହି ବିଶାଳ କଇଁଛ । ବିନିଶୀ  କଣ୍ଟାର ଅଘାତ ପାଇ କଇଁଛଟି ଅସୁସ୍ଥ ହୋଇପଡିଥିବାରୁ…

କେବେ ଦେଖିଛନ୍ତି କି ପଶୁ ମାନଙ୍କ କ୍ଷେତ୍ରରେ ଏପରି ବିକୃତି ! ତାହେଲେ ଦେଖନ୍ତୁ ଏହି ପଶୁକୁ ..

ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କଇଁଛ । କଇଁଛ ଏକ ଛୋଟ ପଶୁ ଅଟେ ଯାହାକି ବହୁତ ଧୀରେ ଧୀରେ ଚାଲିଥାଏ । ସାଧାରଣତଃ କଇଁଛମାନେ ବହୁତ…

ପାରଳାଖେମୁଣ୍ଡି ଶିବ ମନ୍ଦିରର ଦୃଶ୍ୟ, ଗୋଟିଏ ସ୍ଥାନରେ ନାଗ ଓ କଇଁଛ

ପାରଳାଖେମୁଣ୍ଡି : ଗୋଟିଏ ସ୍ଥାନରେ ନାଗ ଓ କଇଁଛ । ମନ୍ଦିରରେ ଖେଳୁଛନ୍ତି ନାଗ ଓ କଇଁଛ । ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡି ସ୍ଥିତ ଶିବ ମନ୍ଦିରରେ । ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏପରି ଦେଖିବାକୁ ମିଳିଥିଲା । ନିର୍ଭୟରେ ୫୦ଟି କଇଁଛ ସହ ନାଗ…

ବାଲେଶ୍ୱର : ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ, ୩ ଗିରଫ

ବାଲେଶ୍ୱର : କଇଁଛ ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ। ବାଲେଶ୍ୱର ରୁପସା ଷ୍ଟେସନରୁ ଚୋରାଚାଲାଣ ବେଳେ ଜବତ କରିଛି ରୁପ୍‌ସା ଆରପିଏଫ୍‌। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ପୁରୀର ସାକ୍ଷାଗୋପାଳରୁ ପଶ୍ଚିମବଙ୍ଗ ଚୋରାଚାଲାଣ ବେଳେ ଜବତ କରାଯାଇଛି। ପରେ ଜବତ କଇଁଛ ସହ…

ଚାନ୍ଦିପୁର : ୯୧ ବିରଳ କଇଁଛ ଉଦ୍ଧାର

ବାଲେଶ୍ୱର (କେନ୍ୟୁଜ୍) : ଚାନ୍ଦିପୁର ବନ ବିଭାଗ ଦ୍ୱାରା ୯୧ଟି ବିରଳ କଇଁଛକୁ ଉଦ୍ଧାର କରାଯାଇଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲଣ ବେଳେ, ରାଜଘାଟ ଷ୍ଟେସନଠାରୁ କଇଁଛକୁ ଉଦ୍ଧାର କରାଯାଇଥିଲା । ଏ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଓ ଅନ୍ୟଜଣେ…