ବର୍ଷାରେ ଫାଟିଯାଇପାରେ Smart TV!
ବର୍ଷା ଋତୁ ଆସିଛି। ଏହି ସମୟରେ ଇଲେକ୍ଟ୍ରୋନିକ୍ ଜିନିଷ କ୍ଷତି ହେବାର ଆଶଙ୍କା ଅଧିକ ଥାଏ । ଖାସ କରି ଘରେ ଥିବା ଜିନିଷ ଯେପରିକି ଫ୍ରିଜ କିମ୍ବା ଟିଭି କ୍ଷତି ହେବାର ଆଶଙ୍କା ବଢ଼ିଯାଏ । ବର୍ଷା ଋତୁରେ ଏକ ଛୋଟ ଭୁଲ ବଡ଼ ଦୁର୍ଘଟଣା ଘଟିପାରେ। ଟିକେ ଅବହେଳାରେ ଟିଭି ବୋମା ହୋଇ ବ୍ଲାଷ୍ଟ…