Browsing Tag

TV serial

‘ଝନକ’ ଫେମ୍‌ ଡଲି ସୋହିଙ୍କ ୪୮ ବର୍ଷରେ ପରଲୋକ, ଗୋଟେ ଦିନ ପୂର୍ବରୁ ଭଉଣୀଙ୍କର ହୋଇଥିଲା ଦେହାନ୍ତ

ଟିଭି ଜଗତ ପାଇଁ ଦୁଃଖଦ ଖବର । ଟିଭି କଳାକାର ଡଲି ସୋହୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ କ୍ୟାନସର ଦୀର୍ଘଦିନରୁ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ନିଧନ ହୋଇଛି । ‘କୁମକୁମ ଭାଗ୍ୟ’ ଏବଂ ‘ଦେବୋ କେ ଦେ ମହାଦେବ’ ଭଳି ଟିଭି ଶୋରେ କାମ କରି ଲୋକପ୍ରିୟ ହୋଇଥିଲେ ।…

ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେଙ୍କ ବାପା ଶଶିକାନ୍ତଙ୍କ ପରଲୋକ

ପବିତ୍ର ରିସ୍ତାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡ଼ିତ ଏକ ଦୁ!ଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବାପାଙ୍କର ୧୨ ଅଗଷ୍ଟରେ ଦେହାନ୍ତ ହୋଇଯାଇଛି । ଅଙ୍କିତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କର ୬୮ ବର୍ଷ ବୟସରେ ଦେହାନ୍ତ…

କାର୍‌ର କାଚ ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ବୈଭବୀ, କିନ୍ତୁ ମୁଣ୍ଡରେ ଆଘାତ ଯୋଗୁଁ ବାହାରି…

ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁରେ ସମଗ୍ର ଟିଭି ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି । ହିମାଚଳରେ କାର୍‌ ଦୁର୍ଘଟଣା ଯୋଗୁଁ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଥିଲା । ତେବେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଏବେ ବି ଜାରି ରହିଛି। ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି ।…

ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଦୁର୍ଘଟଣାରେ ମୃତ୍ୟୁ, ଭାବିସ୍ୱାମୀଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ…

‘ସାରାଭାଇ ଭର୍ସେସ ସାରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ପରଲୋକ । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚୁଲବୁଲି ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଟିଭି ଜଗତକୁ ଏକ ଶକ୍ତ ଧକ୍କା ଲାଗିଛି । ଫ୍ୟାନ୍ସ ଏହାକୁ ସହଜରେ ଗ୍ରହଣ…

କୌଣସି କଥାକୁ ନେଇ ବହୁତ ଷ୍ଟ୍ରେସରେ ରହୁଥିଲେ ସିଦ୍ଧାନ୍ତ, ସାଙ୍ଗମାନେ କିଛିଦିନରୁ କରୁଥିଲେ ନୋଟିସ୍‌

ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତକାଲି ସକାଳେ ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ…

ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାନ୍ତି, ଜିମ୍‌ରେ ଓ୍ଵାର୍କଆଉଟ କରୁଥିବା ବେଳେ ଆସିଲା…

ଟିଭିର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ୪୬ ବର୍ଷ ବୟସରେ ପରଲୋକ ଘଟିଛି। କୁହାଯାଉଛି କି, ସେ ଶୁକ୍ରବାର ସକାଳେ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ…

ଟିଭିର ସଂସ୍କାରୀ ବୋହୂଙ୍କ ଉପରେ ଥରେ ପକାନ୍ତୁ ନଜର, ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନରେ ଖୁବ୍‌ ପସନ୍ଦ କରନ୍ତି ବୋଲଡ୍‌…

ଟିଭି ଇଣ୍ଡଷ୍ଟ୍ରୀର ଅନେକ ଅଭିନେତ୍ରୀ ଛୋଟ ପରଦାରେ ସଂସ୍କାରୀ ବୋହୂ ଭୂମିକାରେ ଦମଦାର ଅଭିନୟ କରନ୍ତି। ଏହି ଚରିତ୍ରକୁ ସେମାନେ ବହୁତ ସଂସ୍କାରୀ ଭାବରେ ଦର୍ଶକଙ୍କ ସାମ୍ନାକୁ ଆସି ନିଜ ଅଭିନୟ ଜାଦୁରେ ମତୁଆଲା କରନ୍ତି। ଛୋଟ ପରଦାରେ ଛଅ ମିଟର ଲମ୍ବା ଶାଢ଼ି ଏବଂ ପରମ୍ପରାଗତ ପୋଷାକରେ ନଜର…

‘ମହାଭାରତ’ର ୫ ପାଣ୍ଡବଙ୍କ ଷ୍ଟାଇଲିସ ଫଟୋ ହେଲା ଭାଇରଲ, ‘ନିକ୍କର-ଟିଶାର୍ଟ’ରେ ନଜର ଆସିଲେ…

ଏବେ ଲକଡାଉନ ଭିତରେ ନିର୍ଦ୍ଦେଶକ ବି ଆର ଚୋପ୍ରାଙ୍କ 'ମହାଭାରତ' ଦୂରଦର୍ଶନରେ ପୁନଃପ୍ରସାରଣ ହେଉଛି। 80 ଦଶକରେ ଏହି ପୌରାଣିକ ଧାରାବାହିକ ଯେପରି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଥିଲା, ଏବେ ବି ଏହା ଦର୍ଶକଙ୍କୁ କିମିଆ କରୁଛି। ଧାରାବାହିକର ପରଦା ଉପର କାହାଣୀ ଦେଖିବାକୁ ଲୋକଙ୍କ ମଧ୍ୟରେ…

‘ଟାଟୁ ଓ୍ଵାଲି ଦ୍ରୌପଦୀ, ସିକ୍ସ ପ୍ୟାକ୍‌ ଓ୍ଵାଲେ ପାଣ୍ଡବ’: ଏକତା କପୁରଙ୍କ ‘ମହାଭାରତ’ ଉପରେ ଏମିତି ମନ୍ତବ୍ୟ ଦେଲେ…

ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ଟିଭି ଧାରାବାହିକ ‘ମହାଭାରତ’ର ପ୍ରଥମ ଏପିସୋଡ୍‌ ଗତ ଅକ୍ଟୋବର ୨ରେ ପ୍ରସାରିତ ହୋଇଥିଲା। ଏହି ଶୋ’ରେ ଅଭିନେତା ମୁକେଶ ଖନ୍ନା ଭୀଷ୍ମ ପୀତାମହ ଚରିତ୍ରରେ ଅଭିନୟ କରିଥିଲେ। ମହାଭାରତ ଏମିତି ଲୋକପ୍ରିୟତା ହାସଲ କରିଥିଲା କି ଶୋ’କୁ କେତେଥର ରିମେକ୍‌ କରିବାକୁ…