ଟ୍ୱିଟର ବଢ଼ାଇଲା କ୍ୟାରେକ୍ଟର ଲିମିଟ, ଏଣିକି ୧୦ ହଜାର ଅକ୍ଷରରେ କରିପାରିବେ ଟ୍ୱିଟ
ଏଲନ୍ ମସ୍କ ଟ୍ୱିଟରର ମାଲିକାନା ହାତ କୁ ନେବା ପରେ ବହୁ ନୂଆ ନୂଆ ନିୟମ ବାହାର କରୁଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ରୁଲ ଲାଗୁ କରୁଛନ୍ତି । ବର୍ତ୍ତମାନ ଟ୍ୱିଟରର ପୋଷ୍ଟକୁ ନେଇ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ପରିବର୍ତ୍ତନ ପରେ ବର୍ତ୍ତମାନ ଟ୍ୱିଟର ୟୁଜର୍ସ ୨୮୦ ନୁହେଁ ବରଂ…