Browsing Tag

tweet

ଟ୍ୱିଟର ବଢ଼ାଇଲା କ୍ୟାରେକ୍ଟର ଲିମିଟ, ଏଣିକି ୧୦ ହଜାର ଅକ୍ଷରରେ କରିପାରିବେ ଟ୍ୱିଟ

ଏଲନ୍ ମସ୍କ ଟ୍ୱିଟରର ମାଲିକାନା ହାତ କୁ ନେବା ପରେ ବହୁ ନୂଆ ନୂଆ ନିୟମ ବାହାର କରୁଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ରୁଲ ଲାଗୁ କରୁଛନ୍ତି । ବର୍ତ୍ତମାନ ଟ୍ୱିଟରର ପୋଷ୍ଟକୁ ନେଇ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ପରିବର୍ତ୍ତନ ପରେ ବର୍ତ୍ତମାନ ଟ୍ୱିଟର ୟୁଜର୍ସ ୨୮୦ ନୁହେଁ ବରଂ…

ଟ୍ୱିଟରର ଧମାକାଦାର ଫିଚର : ଏଣିକି ଆପଣ ଟ୍ୱିଟ୍ କରିବା ମାତ୍ରେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟରେ ସ୍ୱୟଂଚାଳିତ ଭାବେ…

ଟ୍ୱିଟରର ସମସ୍ତ ୟୁଜର୍ସ ମାନଙ୍କ ପାଇଁ କମ୍ପାନୀ ଏକ ଭଲ ସୁବିଧା ଯୋଗାଇ ଦେବାକୁ ଯାଉଛି। ଗୁରୁବାର ଟ୍ୱିଟର ଏକ ନୂଆ ଫିଚର ଘୋଷଣା କରିଛି । ଯାହା ମାଧ୍ୟମରେ ବର୍ତ୍ତମାନ ୟୁଜର୍ସମାନେ ସ୍ନାପଚାଟ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ସିଧାସଳଖ ଟ୍ୱିଟ୍ କ୍ରସ୍ ପୋଷ୍ଟ କରିବାର ସୁବିଧା ପାଇବେ। ଏହି ଫିଚର…

ଗାନ୍ଧୀ ପରିବାରକୁ ନେଇ ସାଂସଦଙ୍କ ବିସ୍ଫୋରକ ବୟାନ, ଚର୍ଚ୍ଚାରେ ଗାନ୍ଧୀ ପରିବାର

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୭୪ତମ ବାର୍ଷିକୀ ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଜାତିର ପିତାଙ୍କୁ ଚାରିଆଡେ ସ୍ମରଣ କରାଯାଇଛି । ଆଉ ଏହି ସମୟରେ କଂଗ୍ରେସର ଗାନ୍ଧି ପରିବାର କିନ୍ତୁ ଚର୍ଚ୍ଚାରେ । କାରଣ ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଏକ ବିସ୍ପୋରକ ବୟାନ…

ଆଶ୍ଚର୍ଯ୍ୟ! ନିକ୍‌ ଜୋନସ୍‌ ଓ ଜମୀଲା ଜମୀଲଙ୍କ ‘ଛାଡ଼ପତ୍ର’ ଉପରେ ଏମିତି ପ୍ରତିକ୍ରିୟା ଦେଲେ ପ୍ରିୟଙ୍କା ଚୋପ୍ରା,…

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନସ୍‌ଙ୍କ ଲଭ୍‌ ଷ୍ଟୋରୀ ସମସ୍ତେ ଜାଣନ୍ତି। ଦୁଇଜଣ ୨୦୧୬ରେ ପରସ୍ପରକୁ ଭେଟିଥିଲେ ଏବଂ ୨୦୧୮ରେ ବିବାହ କରିଥିଲେ। ହେଲେ ଏବେ ସୋସିଆଲ ମିଡିଆର ୟୁଜରମାନେ ଜମୀଲା ଜମୀଲଙ୍କୁ ପ୍ରିୟଙ୍କା ଭାବି ନେଇଛନ୍ତି। ଏତିକି ନୁହେଁ,…

କଙ୍ଗନା ରାଣାଓ୍ଵତ୍‌ଙ୍କ ଉପରେ Twitter ନେଲା କଡ଼ା କାର୍ଯ୍ୟାନୁଷ୍ଠାନ, ଡିଲେଟ୍‌ କଲା ଅନେକ ‘ଆପତ୍ତିଜନକ’ ଟ୍ଵିଟ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନିକଟରେ ରିହାନା, କୃଷକ ଆନ୍ଦୋଳନର ସମର୍ଥନରେ ଟ୍ଵିଟ୍‌ କରିବା ପରେ କଙ୍ଗନା ଏହି ସମର୍ଥକମାନଙ୍କ ବିରୋଧରେ ଲଗାତାର ଟ୍ଵିଟ୍‌ କରି ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ କଙ୍ଗନାଙ୍କର କିଛି ଟ୍ଵିଟ୍‌କୁ…

ଟ୍ଵିଟର ଆଣିଲା ନୂଆ ଫିଚର, ଏବେ ଆପେ ଆପେ ଟ୍ରାନ୍ସଲେଟ୍‌ ହୋଇଯିବ ସବୁ ପୋଷ୍ଟ

ଟ୍ଵିଟର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। ଏବେ ଟ୍ଵିଟରରେ ଆଉ ଭାଷା ସାଜିବନି ବାଧକ । ଖୁବ୍‌ଶୀଘ୍ର ଟ୍ଵିଟର ୟୁଜର ସବୁ ଟ୍ଵିଟ୍‌କୁ ନିଜ ଭାଷାରେ ପଢ଼ିପାରିବେ। ଏ ନେଇ ଟ୍ଵିଟର ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ସମସ୍ତ ଟ୍ଵିଟ୍‌କୁ ଅଟୋମେଟିକ୍‌ ଟ୍ରାନ୍ସଲେଟ୍‌ କରିପାରିବ।…

ତାପସୀ ପନ୍ନୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଙ୍ଗନା ରାଣାଓ୍ଵତ, କହିଲେ-‘ଫିଲ୍ମ ପାଇବାକୁ ତୁମେ…’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ କଙ୍ଗନା ରାଣାଓ୍ଵତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ହୋଇଯାଇଛନ୍ତି। ପୂର୍ବରୁ ମୁଭି ମାଫିଆଙ୍କ ଉପରେ ବର୍ଷିଥିବା କଙ୍ଗନା ଏବେ ତାପସୀଙ୍କୁ ସେହି ମାଫିଆଙ୍କ ଚାମ୍‌ଚା କହିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ ସୋସିଆଲ ମିଡିଆ ଟିମ୍‌ ଶନିବାର ତାପସୀ…

ସୁଶାନ୍ତଙ୍କ ମୃତ୍ୟୁ ପରେ ସମବେଦନା ଜଣାଇବା ବଦଳରେ ମୁହଁ ଟାଣ ଦେଖାଉଛନ୍ତି ସୋନମ୍‌ କପୁର, ଟ୍ଵିଟ୍‌ କରି କହିଲେ…

ପିତୃ ଦିବସ ପ୍ରତି ପିତା ଓ ସନ୍ତାନ ପାଇଁ ଖାସ୍‌ ହୋଇଥାଏ। ଗତକାଲି ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ଫାଦର୍ସ ଡେ ପାଳନ କରିଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ବାପାଙ୍କ ଫଟୋ ପୋଷ୍ଟ କରିବା ସହ ନିଜ ମନର କଥା ଲେଖିଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ…

ଫିଲ୍ମ ‘୮୩’ରେ ନିଜ ଭୂମିକାକୁ ନେଇ ଟ୍ଵିଟ୍‌ କରିବା ଦୀପିକାଙ୍କୁ ପଡ଼ିଲା ମହଙ୍ଗା, ଚିନ୍ତାଧାରା ବଦଳାଇବାକୁ ପରାମର୍ଶ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଫିଲ୍ମ ‘୮୩’ କୁ ନେଇ ଟ୍ଵିଟ୍‌ କରି ବିବାଦରେ ଫସିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ଦୀପିକାଙ୍କୁ ଲୋକମାନେ ବିଭିନ୍ନ କଟୁକଥା କହୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ଦୀପିକା ଏକ ଟ୍ଵିଟ୍‌ କରିଥିଲେ। ଟ୍ଵିଟ୍‌ରେ ସେ କପିଳ…

କୋଣାର୍କ ଇକୋ ରିଟ୍ରିଟ୍‌ର ଉଦଘାଟନ ପରେ ଓଡ଼ିଶାକୁ ଆସ ଓ ଓଡ଼ିଶାକୁ ଉପଭୋଗ କର ବୋଲି ଟୁଇଟ୍‌ କହିଲେ କେନ୍ଦ୍ରମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମ ଥର ରାଜ୍ୟରେ ଏଭଳି ନିଆରା ଉତ୍ସବ ଆୟୋଜିତ ହୋଇଛି । କେନ୍ଦ୍ରମନ୍ତ୍ରୀ…

ନବୀନଙ୍କ ପ୍ରକୃତି ପ୍ରେମ, ନିଜ ଟ୍ଵିଟର ଆକାଉଣ୍ଟରେ ପ୍ରକୃତି ଓ ପର୍ଯ୍ୟଟନ କ୍ଷେତ୍ରର ଫଟ ଟ୍ବିଟ କରି ଦେଉଛନ୍ତି…

ଭୁବନେଶ୍ବର(କେନ୍ୟୁଜ୍): ପ୍ରକୃତି, ପର୍ଯ୍ୟଟନ ଓ ଫଟୋଗ୍ରାଫି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେମ । ନିଜର ଆକାଉଣ୍ଟରେ କ୍ଷେତ ମଧ୍ୟ ଦେଇ ଯାଇଥିବା ରାସ୍ତାର ଫଟୋ ଅପଲୋଡ କରିଥିଲେ । ନୈସର୍ଗିକ ପ୍ରକୃତି ଦେଇ ଯାଇଥିବା ରାସ୍ତା ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଥିବା ସେ ସୂଚନା…

ରଣବୀର ସିଂହ ଟ୍ଵିଟ୍‌ କରି ମୋବାଇଲ୍‌ ନମ୍ବର ପଚାରିବାରୁ ମହାରାଷ୍ଟ୍ର ପୋଲିସ ଦେଲା ଏଭଳି ମଜାଳିଆ ଉତ୍ତର

ରଣବୀର ସିଂହ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କ ମଜାଳିଆ ପୋଷ୍ଟ ଓ ସେନ୍‌ସେନ୍‌ନାଲ ଫଟୋକୁ ୟୁଜରମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ନିକଟରେ ରଣବୀର Vogue India ପାଇଁ ଫଟୋସୁଟ୍‌ କରାଇଥିଲେ। ସେହି ଫଟୋକୁ ସେ ଏବେ ସେୟାର କରିଛନ୍ତି। ତେବେ ଫଟୋଟି ସେୟାର କରିବା ପରେ…