ଟ୍ୱିଟରରୁ ଜବ୍ ହରାଇବା ପରେ ସୋସିଆଲ ମିଡିଆରେ ନିଜ ମତ ସେୟାର କଲେ ୨୫ ବର୍ଷୀୟ ଯୁବକ, ପୋଷ୍ଟ ଜିତିଲା ସଭିଙ୍କ ମନ
ଟ୍ୱିଟରରୁ ଫାୟାର୍ ହେବା ପରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପୋଷ୍ଟ ବର୍ତ୍ତମାନ ଇଣ୍ଟରନେଟ୍ ଜିତିଛି। ବ୍ୟକ୍ତିଙ୍କ ଜୀବନ ପ୍ରତି ସକରାତ୍ମକ ଦୃଷ୍ଟିକୋଣ ପାଇଁ ବର୍ତ୍ତମାନ ଭାଇରାଲ୍ ପୋଷ୍ଟକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶଂସା କରୁଛନ୍ତି। ବିଲିୟନେୟାର ଏଲୋନ୍ ମସ୍କ ଟ୍ୱିଟର…