Browsing Tag

tweeter

ଟ୍ୱିଟରରୁ ଜବ୍ ହରାଇବା ପରେ ସୋସିଆଲ ମିଡିଆରେ ନିଜ ମତ ସେୟାର କଲେ ୨୫ ବର୍ଷୀୟ ଯୁବକ, ପୋଷ୍ଟ ଜିତିଲା ସଭିଙ୍କ ମନ

ଟ୍ୱିଟରରୁ ଫାୟାର୍ ହେବା ପରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପୋଷ୍ଟ ବର୍ତ୍ତମାନ ଇଣ୍ଟରନେଟ୍ ଜିତିଛି। ବ୍ୟକ୍ତିଙ୍କ ଜୀବନ ପ୍ରତି ସକରାତ୍ମକ ଦୃଷ୍ଟିକୋଣ ପାଇଁ ବର୍ତ୍ତମାନ ଭାଇରାଲ୍ ପୋଷ୍ଟକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶଂସା କରୁଛନ୍ତି। ବିଲିୟନେୟାର ଏଲୋନ୍ ମସ୍କ ଟ୍ୱିଟର…

ଟ୍ୱିଟର ପରେ Coca-Cola କିଣିବାକୁ ଇଚ୍ଛା କରିଛନ୍ତି ଏଲନ୍ ମସ୍କ, କହିଲେ ମୋତେ ଯେଉଁଥିରେ ଜୋକ୍ କରାଯିବ ମୁଁ ତାହା…

ଟ୍ୱିଟର କିଣିବା ପରେ ଏବେ ବିଶ୍ୱର ସର୍ବ ଶ୍ରେଷ୍ଠ ଧନୀ ଏଲନ୍ ମସ୍କ କୋକା କୋଲା କମ୍ପାନୀ କିଣିବାକୁ ଇଛା ରଖିଛନ୍ତି। ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ କୋକାକୋଲା କିଣିବେ ଏବଂ 'କୋକେନ୍ ଫେରାଇବେ'। ୨୦୧୭ ରେ ଏଲନ୍ ମସ୍କ ପଚାରିଥିଲେ ଟ୍ୱିଟର କିଣିବାକୁ ତାଙ୍କୁ କେତେ ଖର୍ଚ୍ଚ ପଡ଼ିବ, ସେହି…

ଏଲନ୍ ମସ୍କ ଟ୍ୱିଟର କିଣିବା ପରେ କ’ଣ ହେବ? ଜାଣନ୍ତୁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ହେବାକୁ ଥିବା ବଡ଼…

ଆଜିର ଯୁଗରେ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଧିକ ଜଡ଼ିତ ହୋଇ ରହୁଛନ୍ତି । ଏମିତିକି ଅନେକ ଅନଲାଇନ୍ କାମ ସହଜ ହୋଇପାରୁଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ । ତେଣୁ ଏହାର ମୁଖ୍ୟମାନେ ମଧ୍ୟ ଅନେକ କିଛି ପରିବର୍ତ୍ତନ କରୁଛନ୍ତି ଗ୍ରାହକଙ୍କ ଇଚ୍ଛାକୁ ଓ ଆବଶ୍ୟକତାକୁ ପୂରଣ…

ନିଲାମ ହେଲା ଟ୍ଵିଟର ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟ୍ଵିଟ୍‌, ଏତେ କୋଟି ଟଙ୍କାରେ ଲାଗିଲା ଡାକ

ଟ୍ଵିଟର ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟ୍ଵିଟ୍‌ ୨୪ ଲକ୍ଷ ଡଲାରରେ ନିଲାମ ହୋଇଛି। ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରାଗଲେ ମୂଲ୍ୟ ପାଖାପାଖି ୧୮ କୋଟି ଟଙ୍କାରୁ ଅଧିକ ହେବ। ନିଜ ପ୍ରଥମ ଟ୍ଵିଟ୍‌ର ନିଲାମୀରୁ ମିଳିଥିବା ଅର୍ଥରାଶିକୁ ଡୋର୍ସି ବିଟ୍‌ କଏନ୍ସ ରୂପରେ ଦାନ କରିବାକୁ…

ଟ୍ଵିଟର ଆଣିଲା ନୂଆ ଫିଚର, ଏବେ ଆପେ ଆପେ ଟ୍ରାନ୍ସଲେଟ୍‌ ହୋଇଯିବ ସବୁ ପୋଷ୍ଟ

ଟ୍ଵିଟର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। ଏବେ ଟ୍ଵିଟରରେ ଆଉ ଭାଷା ସାଜିବନି ବାଧକ । ଖୁବ୍‌ଶୀଘ୍ର ଟ୍ଵିଟର ୟୁଜର ସବୁ ଟ୍ଵିଟ୍‌କୁ ନିଜ ଭାଷାରେ ପଢ଼ିପାରିବେ। ଏ ନେଇ ଟ୍ଵିଟର ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ସମସ୍ତ ଟ୍ଵିଟ୍‌କୁ ଅଟୋମେଟିକ୍‌ ଟ୍ରାନ୍ସଲେଟ୍‌ କରିପାରିବ।…

କ୍ୟାପଟେନ୍‌ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କୁ ଟ୍ରୋଲ କଲେ ୟୁଜବେନ୍ଦ୍ର ଚହଲ୍‌, ଲଗାଇଲେ ଶର୍ଟ କପି କରିବାର ଅଭିଯୋଗ

ଟିମ୍‌ ଇଣ୍ଡିଆର ଆକର୍ଷକ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ଙ୍କର ଏକ ଟୁଇଟର ପୋଷ୍ଟ ଏବେ ଚର୍ଚ୍ଚାରେ ଅଛି, ଯାହାର କାରଣ ହେଉଛନ୍ତି କେଏଲ୍‌ ରାହୁଲ ଓ କ୍ୟାପଟେନ୍‌ ବିରାଟ କୋହଲି। ଚହଲ୍‌ ଏହି ଦୁଇ ଖେଳାଳିଙ୍କ ଉପରେ ମଜାଳିଆ ଢଙ୍ଗରେ ନିଜର ଶର୍ଟ କପି କରିବାର ଅଭିଯୋଗ ଲଗାଇଛନ୍ତି। ଏହାସହିତ ସେ…

ଟ୍ବିଟରର ଏହି ପ୍ରାଙ୍କ ଚକ୍କରରେ ପଡନ୍ତୁ ନାହିଁ, ନଚେତ୍ ବ୍ଳକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ : ସୋସିଆଲ ମିଡିଆର ଚାହିଦା ବଢ଼ିବା ସହ ବଢ଼ିଛି ଏନେଇ ପ୍ରାଙ୍କ୍। ଏହି ସମ୍ବନ୍ଧୀୟ ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିଥିବେ। ଆପଣଙ୍କୁ କହିବାକୁ ଚାହିଁବୁ, ପ୍ରାଙ୍କ ଏକ ପ୍ରକାର ଭିଡିଓ ଯେଉଁଥିରେ ଲୋକଙ୍କର ମଜାକ୍ ଉଡାଇବା ସହ ଭିଡ଼ିଓ ପ୍ରସ୍ତୁତ କରାଯାଇଥାଏ। ଏବେ ଏହି ଭଳି…

ଟ୍ବିଟର ଇଣ୍ଡିଆର ମୁଖ୍ଯ ତରନଜିତ୍ ସିଂ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ବିଟର ଇଣ୍ଡିଆର ପ୍ରମୁଖ ତରନଜିତ ସିଂ ନିଜର ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୭ ମସିହାରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ତରନଜୀତ ଟ୍ବିଟ୍ ଯୋଗେ ନିଜର ଇସ୍ତଫା ବିଷୟରେ ଘୋଷଣା କରିଛନ୍ତି। ଏଥିସହ ସେ ଲେଖିଛନ୍ତି , ଟ୍ବିଟରର ରେଭେନ୍ଯୁ ଷ୍ଟାଟରଜୀ ଏଣ୍ଡ ଅପରେସନର ପ୍ରମୁଖ ଥିବା…

ଟ୍ବିଟର ଲାଇଭ ଚାଟରେ ଖରାପ କମେଣ୍ଟ କଲେ ପଡ଼ିବ ମହଙ୍ଗା

ନୂଆଦିଲ୍ଳୀ : ମାକ୍ରୋବ୍ଲଗିଂ ସାଇଟ ଟ୍ବିଟର ଚଳିତ ବର୍ଷ ୧୦ ଅଗଷ୍ଟରୁ କିଛି ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଲାଇଭ ସ୍କିମିଂ ସମୟରେ ଖରାପ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ରଦ୍ଦ କରାଯିବା ନିୟମ ରହିଛି। ଅନେକ ସମୟ ହେବ ଟ୍ବିଟର ଖରାପ ଭାଷା ପ୍ରୟୋଗ କରୁଥିବା…