Browsing Tag

twin cities

୨୦୨୩ ଅପେକ୍ଷା ୨୦୨୪ରେ ଟୁଇନ ସିଟିରେ ବଢ଼ିଛି ଅପରାଧ, ହତ୍ୟାର ହାର ୧୪% ଅଧିକ ରହିଛି

ଟୁଇନ ସିଟିରେ ବଢ଼ିଛି ଅପରାଧ । କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ ସାମ୍ନାକୁ ଆସିଛି । ପୂର୍ବ ବର୍ଷ ଅପେକ୍ଷା ୨୦୨୪ରେ ହତ୍ୟାର ହାର ୧୪% ବଢ଼ିଥିବା ବେଳେ ଦୁଷ୍କର୍ମ ହାର  ୩.୮୮%  କମିଛି ବୋଲି ପୋଲିସ୍‌ କମିଶନର ଏସ୍‌. ଦେବ ଦତ୍ତସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କଟକ…

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ସରୁକ୍ଷା ବ୍ଯବସ୍ଥା କଡ଼ାକଡ଼ି: ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର

ଭୁବନେଶ୍ୱର : ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ । ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ । ନିଶାସକ୍ତଙ୍କ ବିରୋଧରେ…

ବଦଳିଲା ପାଗ : ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା

କଟକ / ଭୁବନେଶ୍ବର: ବଦଳିଲା ପାଗ । ଟୁଇନ ସିଟିରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ ।…

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଆଜିଠୁ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରୁଟରେ ବନ୍ଦ ରହିବ ଭାରିଯାନ ଚଳାଚଳ

କଟକ / ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା । ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି…

ଖରାରେ ଛଟପଟ ହେଉଛି ସାରା ଓଡ଼ିଶା, ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି ତାତି । ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ ଜାରି କରଯାଇଛି । କଟକ,…

ତାତିରୁ ମିଳିଲା ତ୍ରାହି : ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ ।  ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ତ୍ରାହି ।  ରାଜ୍ୟର କେତେକ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ ଭୁବନେଶ୍ବରରେ ଝିପି ଝିପି ବର୍ଷା ହେଉଛି ।  ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି, କଡ଼ା ସୁରକ୍ଷା ପାଇଁ ଟୁଇନ୍ ସିଟିରେ ମୁତୟନ ରହିବେ ୫୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ । କାଲି ଅପରାହ୍ଣରେ ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।…

ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା, ଅପରାଧ ନିୟନ୍ତ୍ରଣ ଉପରେ ରହିବ ବଡ ଚ୍ୟାଲେଞ୍ଜ

କଟକ (କେନ୍ୟୁଜ): ଆଜି ଦୈତ୍ୟ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା । ୧୯୯୪ବ୍ୟାଚ IPS ଅଫିସର ସଞ୍ଜୀବ ପଣ୍ଡା । ସଂଜୀବ ପଣ୍ଡା ରାଜ୍ୟ ପୋଲିସର ବିଭିନ୍ନ ବିଭାଗରେ ସଫଳତାର ସହ କାମ କରିଛନ୍ତି । ପୁରୀ, ରାଉରକେଲା ଆଦି ଅଞ୍ଚଳରେ ସେ SP ଭାବେ ସଫଳତାର ସହ ଦୟୀତ୍ଵ…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ମଧ୍ୟ ଟ୍ଵିନ୍‌ ସିଟିରେ ପ୍ରବଳ ଢାଳିବ

ଭୁବନେଶ୍ୱର (କେନ୍ୟୁଜ): ଗଭୀର ଅବପାତରେ ପରିଣତ ହେଲା ଅବପାତ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ପଶ୍ଚିମବଙ୍ଗ ଦିଘା ଠାରୁ ପୂର୍ବରେ ୪୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଜି ସଂଧ୍ୟା ସୁଦ୍ଧା ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ…

ଆନ୍ଦୋଳନରୁ ଓହରିଲା ବସ୍ ମାଲିକ ସଂଘ: ଟ୍ୱିନ ସିଟିରେ ସ୍ୱାଭାବିକ ହେଉଛି ବସ୍ ସେବା, ବିଭିନ୍ନ ରୁଟ୍‌ରେ ଗଡୁଛି ଗାଡି

ଭୁବନେଶ୍ୱର (କେନ୍ୟୁଜ): ଆନ୍ଦୋଳନରୁ ଓହରିଲା ବସ୍ ମାଲିକ ସଂଘ । ଧୀରେ ଧୀରେ ବସ ଚଳାଚଳ ସ୍ୱାଭାବିକ ହେଉଥିବା କହିଛନ୍ତି ରାଜ୍ୟ ବସ ମାଲିକ ସଂଘ । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଗତ ୨ ଦିନ ଧରି ବସ୍‌ ଚଳାଚଳ ଠପ୍‌ ହୋଇଥିଲା। ବସ ଚଳାଚଳ ସ୍ୱାଭାବିକ କରିବା ପାଇଁ ସବୁ ସଂଘ ସହ…

ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି, ଟ୍ଵିନ ସିଟିରେ ବର୍ଷା ଜାରି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି। ଗତ କିଛିଦିନ ଧରି ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଥିଲା । ତେବେ ଅଧିକ ସମୟ ଧରି ତାତିରେ କଲବଲ ହୋଇ ଆସୁଥିବା ରାଜ୍ୟବାସୀ ଏଥିରୁ ଏବେ ନିସ୍ତାର ପାଇବେ । ଆଜି ଟ୍ଵିନ ସିଟିରେ ପ୍ରବଳ ଓ ପବନ…

ସକାଳୁ ସକାଳୁ ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଟ୍ବିନ ସିଟି, ୫୦ ମିଟର ଦୂରକୁ କିଛି ଦେଖାଯାଉନି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…