ଜାପାନୀ ମହିଳାଙ୍କ ସୌନ୍ଦର୍ଯ୍ୟର ରାଜ, ଏଭଳି ରଖନ୍ତି ନିଜ ତ୍ୱଚାର ଧ୍ୟାନ
ଆପଣ ନିଶ୍ଚୟ ଶୁଣିଥିବେ ସୁନ୍ଦର ମହିଳାମାନଙ୍କୁ ଜାପାନୀ ଗୁଡିୟା କୁହାଯାଏ । ଏହାର କାରଣ ହେଉଛି ସେମାନଙ୍କର ସ୍କିନ ବହୁତ ଗ୍ଲୋଇଂ ଏବଂ ହେଲ୍ଦି ଦେଖାଯାଏ । ଯଦି ଆପଣ ମଧ୍ୟ ତାଙ୍କ ସ୍କିନ୍ କେୟାର ରୁଟିନ୍ ଜାଣିବାକୁ ଚାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ।
ପ୍ରତିଦିନ ଗ୍ରୀନ୍ ଟି ପିଅନ୍ତୁ - ପ୍ରତିଦିନ ମାଚା ଟି' ଏବଂ ଗ୍ରୀନ୍ ଟି ପିଇବା ଜାପାନୀ ସଂସ୍କୃତିର ଏକ ଅଂଶ କାରଣ ଏହା ଆଣ୍ଟିଅକ୍ସିଡାଣ୍ଟରେ…
Read More...