କଟକ ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା! ଟ୍ବିନ୍ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା IMD
ଭୁବନେଶ୍ବର(କେନ୍ଯୁଜ୍): ଟୁଇନ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । IMD ଜାରି କଲା ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଭୁବନେଶ୍ୱରରେ ଅଧିକରୁ ଅତି ଅଧିକ ବର୍ଷା ଆଜି ହୋଇପାରେ । ଟୁଇନସିଟିରେ ପାଣି ଜମିପାରେ । କଟକ ଓ ଭୁବନେଶ୍ୱରରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ୬୦ରୁ…