Browsing Tag

twin city

ଆଜି ମେଲାଣି ନେବେ ମା, ଭସାଣି ପାଇଁ ଟ୍ବିନ୍‌ ସିଟି ସମେତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ):  ଶେଷ ହୋଇଛି ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା । ଏବେ ମେଲାଣିର ବେଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ। ଭସାଣ ପାଇଁ କଟକ ଓ ଭୁବନେଶ୍ବରରେ ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଭସାଣ ସମୟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। କଟରେ ଆଜି ସକାଳ…

ଏଣିକି ସନ୍ଧ୍ୟା ସମୟରେ ଟ୍ୱିନ୍ ସିଟିକୁ ଟ୍ରକ ମନା : କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି

କଟକ/ ଭୁବନେଶ୍ବର (କେନ୍ୟୁଜ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ…

ପାଣି କମୁଛି, ଚିନ୍ତା ବଢୁଛି: ତଳିଆ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣିରେ ଭାସୁଛି ଆସବାବପତ୍ର

ଭୁବନେଶ୍ୱର (କେନ୍ୟୁଜ): ପାଣି କମୁଛି, ଚିନ୍ତା ବଢୁଛି। ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ରାଜଧାନୀରେ ଏମିତି ଅବସ୍ଥା ହେଲା ଯେ ଶେଷରେ ବୋଟ୍‌୍‌ରେ ଉଦ୍ଧାର ହେଲେ ଲୋକେ । ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ବେଶ୍‌ କେଇ ଘଣ୍ଟା ଅସ୍ତବ୍ୟସ୍ତ…

ଡିପ୍‌ ଡିପ୍ରେସନ ପ୍ରଭାବ: ଭୁବନେଶ୍ୱର ଓ କଟକର ବସ୍ତିରେ ଘରେ ଘରେ ପାଣି ପଶିବାରୁ ଲୋକ ହନ୍ତସନ୍ତ

କେନ୍ୟୁଜ୍(ବ୍ୟୁରୋ): ଟ୍ଵିନସିଟିରେ ବର୍ଷା। ଡିପ୍‌ ଡିପ୍ରେସନ ପ୍ରଭାବ ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକ। ପ୍ରବଳ ବର୍ଷା ପାଇଁ ଟ୍ଵିନ ସିଟି ପାଇଁ ଜାରି ହୋଇଥିଲା ଅରେଞ୍ଜ ୱାର୍ଣ୍ଣିଂ। ଗତକାଲି ରାତିରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ସକାଳୁ ବି ଲାଗି ରହିଥିଲା…

ବାଉନ୍‌ସର ମୁକ୍ତ ହେବ ଟ୍ବିନ ସିଟିର ବାର୍, ଗାଇଡ଼ଲାଇନ ଜାରି କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାର୍‌ରେ ବାଉନ୍‌ସରଙ୍କ ଉପରେ କଟକଣା। ଏଣିକି ବାର୍‌ରେ ଆଉ ରହିବେନି ବାଉନ୍‌ସର । ଏନେଇ କମିସନରେଟ ପୋଲିସ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ପଡ଼ିଲେ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ସୁରକ୍ଷାକର୍ମୀ ଆଣି ନିୟୋଜିତ କରିପାରିବେ ବାର୍‌ ମାଲିକ । ସୁରକ୍ଷା ଉଦ୍ଦେଶ୍ୟରେ…

ଆସନ୍ତା ଦୁଇ ଦିନ ପାଇଁ ଟ୍ଵିନ୍‌ ସିଟିକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ପଶ୍ଚିମ ବଙ୍ଗପସାଗରରେ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ,…

କଡ଼ାକଡ଼ି ହେବ ସପ୍ତାହନ୍ତ ସଡ଼ଡାଉନ, ଚେକିଂ ପାଇଁ ଟ୍ବିନ ସିଟିରେ ୬୮ ଜାଗାରେ ଲାଗିବ ନାକା

କେନ୍ୟୁଜ୍(ବ୍ୟୁରୋ):  ସପ୍ତାହାନ୍ତ ସଟ୍ ଡାଉନକୁ ନେଇ ପ୍ରେସ ମିଟ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସପ୍ତାହାନ୍ତ ସଟଡାଉନକୁ ଟ୍ବିନ ସିଟି  ବାସି ଠିକ ଭାବେ ପାଳନ କରିବା ନେଇ ପ୍ରେସ ମିଟରେ ନିବେଦନ କରିଛନ୍ତି କମିଶନର। ନିର୍ଦ୍ଧିଷ୍ଟ  କିଛି ଅତ୍ୟାବଶ୍ୟକୀୟ ସେବାକୁ  ବାଦ ଦେଲେ…

ଟ୍ବିନ ସିଟିରେ କାଳବୈଶାଖୀ: ୨୦୨୧ର ପ୍ରଥମ ବର୍ଷା ଓ ଘୂର୍ଣ୍ଣି ଝଡ଼ରେ ଭିଜିଲା ଟ୍ବିନ ସିଟି, ରାସ୍ତାଘଟ ସବୁ ଅନ୍ଧକାର

କେନ୍ୟୁଜ୍(ବ୍ୟୁରୋ): ଟ୍ବିନ ସିଟିରେ କାଳବୈଶାଖୀର ତାଣ୍ଡବ । ୨୦୨୧ର ପ୍ରଥମ ବର୍ଷାରେ ଭିଜିଲା ଟ୍ବିନ ସିଟି। ବିଭିନ୍ନ ଅଞ୍ଚଳରେ ପବନ ଓ ବର୍ଷା ସହ ଘୂର୍ଣ୍ଣିଝଡ ହୋଇଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ପୂର୍ବରୁ ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଯାଇଥିଲା। ଏହି ସମୟରେ ପବନର ବେଗ ୪୦ରୁ ୬୦…

ଆଜି ଟ୍ବିନସିଟିରେ ପ୍ରବଳ କୁହୁଡି, ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…

ରାଜ୍ୟରେ ଶୀତ ସାଙ୍ଗକୁ ପ୍ରବଳ କୁହୁଡି, ଦୃଶ୍ୟମାନ ହେଉନି ରାସ୍ତାଘାଟ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଆଜି ଟ୍ଵିନ୍ ସିଟିରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ସକାଳୁ ସକାଳୁ କିଛି ଦୃଶ୍ୟମାନ ମଧ୍ୟ ହେଉନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଲୋକମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ଶୀତ…

ପୂଜା ପାଇଁ ଆସିଲା ଗାଇଡଲାଇନ୍: ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ନେବାକୁ ପଡିବ ଅନୁମତି, ଦର୍ଶନ କରିପାରିବେନି ଭକ୍ତ

ଭୁବନେଶ୍ୱର/କଟକ: ପେଣ୍ଡାଲ ଓ ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଟ୍ବିନ୍ ସିଟି କଟକ ଓ ଭୁବନେଶ୍ୱରରେ ପୋଲିସ କମିଶନର ଅନୁମତି ପ୍ରଦାନ କରିବେ । ପରମ୍ପରା ରକ୍ଷା ପାଇଁ ଘରୋଇ ପରିବେଶ ଭଳି ପୂଜା କରାଯିବ । ଏହା ଜାକଜମକରେ ହେବ ନାହିଁ କିମ୍ବା…

ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍

ଭୁବନେଶ୍ବର: ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍ । ବାକି ସବୁ ଦିନ ଟ୍ବିନ୍ ସିଟିରେ ସବୁ ସରକାରୀ ଅଫିସ୍ ଖୋଲା ରହିବ । ହେଲେ ୫୦% କର୍ମଚାରଙ୍କୁ ନେଇ କାମ ହେବ । ଗ୍ରୁପ୍ A ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ କର୍ମଚାରୀମାନେ କେବେ ଆସିବେ ତାହା ଜଣାଇବେ । ଏହାବ୍ଯତିତ ଏସଆରସି…