Browsing Tag

twin city

ଟ୍ବିନ୍ ସିଟିରେ ଚଳିତ ବର୍ଷ ହେବନାହିଁ ଗଣେଶ ପୂଜା, କମିଶନରେଟ ପୋଲିସ୍ ପକ୍ଷରୁ ଟ୍ଵିଟ କରି ଦିଆଗଲା ସୂଚନା

ଭୁବନେଶ୍ୱର:କରୋନା ଯୋଗୁ ପୂଜା ବନ୍ଦ । ଭୁବନେଶ୍ୱର ଓ କଟକରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯିବ ନାହିଁ । ଯିଏ ଚାହିଁବେ ନିଜ ନିଜ ଘରେ ପୂଜା କରି ପାରିବେ । ସାମୁହିକ ପୂଜାକୁ ମନା । ଧାର୍ମିକ କାର୍ଯ୍ୟରେ ଅଧିକ ଜନସମାଗମକୁ ବାରଣ କରାଯାଇଛି ।…

ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି

ଭୁବନେଶ୍ବର: ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି । ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର ଦାସ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମାଶଙ୍କର ଦାସଙ୍କୁ ନିଯୁକ୍ତ…

ଆସନ୍ତା ୨୫ ତାରିଖରୁ ପାସ୍‌ ନଥିଲେ ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ମନା, କଟକଣା ଜାରି କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଟୁଇନ୍‌ ସିଟିରେ କଡାକଡ଼ି ହେବ ଲକ୍‌ ଡାଉନ୍‌ ନିୟମ । ଆସନ୍ତା ୨୫ ତାରିଖରୁ ପାସ୍‌ ନଥିଲେ ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ମନା । କଟକଣା ଜାରି କରିଛି କମିଶନରେଟ ପୋଲିସ । ଆଜିଠାରୁ ପାସ୍‌ ବଣ୍ଟନ ଆରମ୍ଭ ହୋଇଛି । ଏହି ପାସ୍‌ ବ୍ୟବସ୍ଥା ଟ୍ଵିନ୍‌ ସିଟିରେ ଲାଗୁହେବ ।…

ଟ୍ଵିନସିଟିରେ ବଢୁଥିବା ଅପରାଧ କମିଶନରେଟ ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ

ଟ୍ଵିନସିଟିରେ କମିଶନରେଟ ପୋଲିସ ପାଇଁ ବଢ଼ୁଛି ଚ୍ୟାଲେଞ୍ଜ । ଗତ କିଛି ଦିନ ଧରି ବ୍ୟବସାୟୀଙ୍କୁ ଅପହରଣ ଘଟଣା ହେଉ କିମ୍ବା ହଂସପାଳରେ ଭାଇ ଭାଇକୁ ହତ୍ୟା କରିବା ଘଟଣା । ସେହିଭଳି କଟକରେ ଗ୍ୟାଙ୍ଗଓ୍ଵାର । ଏସବୁ ଘଟଣା ଏବେ ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି । ଏହିଭଳି ବଡ ବଡ ଚ୍ୟାଲେଞ୍ଚକୁ…

ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ, ଜାଣନ୍ତୁ କେମିତି ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ। କାରଣ ଆଗକୁ ଭୁବନେଶ୍ୱରକୁ ଆସିବେ ବିଭିନ୍ନ ଦଳର ବହୁ ହେଭିେଓ୍ଵଟ୍‌ ରାଜନେତା । ସେମାନଙ୍କ ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେଉଛି । ଭୁବନେଶ୍ୱର ଓ କଟକରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ…

୨୦୧୮ରେ ଟୁଇନ୍‌ ସିଟିରେ ୫ % ବଢ଼ିଛି କ୍ରାଇମ୍‌ , ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ କମିଶନରେଟ ପୋଲିସ । ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା । ତାଲିକାରେ ଅଛନ୍ତି ୧୩ ବର୍ଷ ଧରି ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀ । ଟାର୍ଗେଟ୍‌ରେ ଅଛନ୍ତି, ନିର୍ବାଚନ ବେଳେ ରାଜନେତାଙ୍କୁ ସହଯୋଗ କରୁଥିବା…

କୁହୁଡ଼ି ବଳୟରେ ଟ୍ବିନ ସିଟି

ଭୁବନେଶ୍ବର(କେନ୍ୟୁଜ୍) : ଲଗାତାର ଦୁଇଦିନ ଧରି ରାଜ୍ୟରେ କୁହୁଡ଼ିର ବଳୟ। ଘନ କୁହୁଡ଼ିରେ ଜନଜୀବନ ବାଧାପ୍ରାପ୍ତ। କେବଳ ଟ୍ଵିନ ସିଟି ନୁହେଁ, ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ଆସ୍ତରଣରେ ଘୋଡ଼ାଇ ହୋଇରହିଛି ସହର। ଯାନବାହାନ ଚଳାଚଳରେ ବାଧା ଉପୁଜିଥିବା ବେଳେ ବିଳମ୍ବିତ ହୋଇଛି ବିମାନ ସେବା।…

ଟ୍ଵିନସିଟି ଏନ୍କାଉଣ୍ଟର, ଚଳିତ ବର୍ଷ ୩୫ରୁ ଅଧିକ ଅପରାଧୀଙ୍କୁ ଏନକାଉଣ୍ଟର

ଭୁବନେଶ୍ବର(କେନ୍ୟୁଜ୍) : ଅପରାଧ ମୁକ୍ତ ହେବ ଟ୍ଵିନସିଟି । ଅପରାଧୀଙ୍କୁ ସାବାଡ କରିବାକୁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ କରାଯାଉଛି ଏନକାଉଣ୍ଟର । ତେବେ ଆଗକୁ ନୂଆବର୍ଷ ଓ ଜିରୋ ନାଇଟ୍ ଥିବାରୁ ଅପରାଧୀଙ୍କ…