Browsing Tag

Twin sister cast their votes

ପାଟନାରେ ଭୋଟ୍‌ ଦେଲେ ମୁଣ୍ଡ ଯୋଡ଼ା ଯାଆଁଳା ଭଉଣୀ

ପାଟନା : ଚଳିତ ଲୋକସଭା ନିର୍ବାଚନର ଆଜି ଥିଲା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣର ଦିନ । ଏହି ସାତଟି ପର୍ଯ୍ୟାୟରେ ତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ହେଲେ ଆଜି ଯେଉଁ ଘଟଣା ଆମେ ଆପଣଙ୍କ ସାମନାକୁ ଆଣୁଛୁ ତା ହୁଏତ ନିଶ୍ଚିତ ଭାବେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଲାଗିବ । ଆଜି ଗୋଟିଏ…